ETV Bharat / business

କୋଇଲା ସେକ୍ଟର ବିକାଶ ପାଇଁ ଖର୍ଚ୍ଚ ହେବ 50 ହଜାର କୋଟି ଟଙ୍କା

କୋଇଲା ସେକ୍ଟରର ଭିତ୍ତିଭୂମି ବିକାଶ ପାଇଁ ପାଖାପାଖୀ 50,000 କୋଟି ଟଙ୍କା ଖର୍ଚ୍ଚ କରାଯିବ । କୋଇଲା କ୍ଷେତ୍ର ଉପରେ ସରକାର ଏକଚାଟିଆ ସମାପ୍ତ କରିବେ । ଅଧିକ ପଢନ୍ତୁ..

author img

By

Published : May 16, 2020, 8:01 PM IST

Govt to spend Rs 50,000 crore to develop coal sector
କୋଇଲା ସେକ୍ଟର ବିକାଶ ପାଇଁ ଖର୍ଚ୍ଚ ହେବ 50 ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟରୁ ମୁକୁଳିବା ସହ ଅର୍ଥନୀତିକୁ ବଳ ଦେବା ପାଇଁ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଅଧିନରେ ଅର୍ଥମନ୍ତ୍ରୀ ଚତୁର୍ଥ କିସ୍ତିର ଘୋଷଣା କରିଛନ୍ତି । ଏଥିରେ ମୋଟ 8 ପ୍ରକାର ସେକ୍ଟରକୁ ବୁଷ୍ଟର ଦେବା ପାଇଁ ପ୍ଲାନ ପ୍ରସ୍ତୁତ ହୋଇଛି । ଏଥିମଧ୍ୟରେ କୋଇଲା ସେକ୍ଟରକୁ ଆତ୍ମନିର୍ଭରଶୀଳ କରିବାକୁ ବହୁ ଯୋଜନା ଘୋଷଣା କରିଛନ୍ତି ।

କୋଇଲା ସେକ୍ଟରର ଭିତ୍ତିଭୂମି ବିକାଶ ପାଇଁ ପାଖାପାଖୀ 50,000 କୋଟି ଟଙ୍କା ଖର୍ଚ୍ଚ କରାଯିବ । ସରକାର ଖନନ କ୍ଷେତ୍ରର ବିକାଶ ନୀତି ନେଇ ଆସିଛନ୍ତି । କୋଇଲା କ୍ଷେତ୍ର ଉପରେ ସରକାର ଏକଚାଟିଆ ସମାପ୍ତ କରିବେ ।

କୋଇଲା ସେକ୍ଟରକୁ ଆତ୍ମନିର୍ଭରଶୀଳ କରିବାକୁ ଆମଦାନୀ କମ ହେବ ।

କୋଇଲା କମର୍ସିଆଲ ମାଇନିଙ୍ଗ ପାଇଁ ଅନୁମତି ।

କୋଇଲା ଖଣି ଏବେ ଖୋଲା ବଜାରରେ ନିଲାମୀ ହେବ ।

କୋଇଲାର 50 ବ୍ଲକର ନିଲାମୀ ଯୋଜନା ।

ଠିକ ଦାମରେ ଅଧିକ କୋଇଲା ମିଳିବ ।

କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବ ।

ମାଇନିଙ୍ଗ ଲିଜର ଟ୍ରାନ୍ସଫର ହୋଇପାରିବ ।

ପ୍ରତିଯୋଗିତା ବୃଦ୍ଧି ପାଇଁ ଘରୋଇ ସେକ୍ଟର ସହ ପାର୍ଟନରସିପ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.