ETV Bharat / business

ଆଗକୁ ଡ୍ରୋନରେ ହୋଇପାରେ କୋଭିଡ ଟୀକା ଯୋଗାଣ

author img

By

Published : Apr 22, 2021, 11:03 PM IST

ଡ୍ରୋନରେ ଟୀକା ଯୋଗାଣ ପରୀକ୍ଷଣକୁ ଡିଜିସିଏ ଦେଇଛି ଅନୁମତି । ଆଇଆଇଟି କାନପୁର ଜରିଆରେ ICMR କରିବ ପରୀକ୍ଷଣ । ଅଧିକ ପଢନ୍ତୁ..

ଆଗକୁ ଡ୍ରୋନରେ ହୋଇପାରେ  କୋଭିଡ ଟୀକା ଯୋଗାଣ
ଆଗକୁ ଡ୍ରୋନରେ ହୋଇପାରେ କୋଭିଡ ଟୀକା ଯୋଗାଣ

ନୂଆଦିଲ୍ଲୀ: କୋରୋନା କାଳରେ କୋଭିଡ-19 ଭ୍ୟାକ୍ସିନ ଯୋଗାଣରେ ଅନେକ ସମସ୍ୟା ଦେଖାଦେଇଛି । ପରିବହନ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଆଣଇଛନ୍ତି ଆଉ ଏକ ବିକଳ୍ପ ।

ଡ୍ରୋନରେ ଟୀକା ଯୋଗାଣ ପରୀକ୍ଷଣକୁ ଡିଜିସିଏ ଦେଇଛି ଅନୁମତି । ଆଇଆଇଟି କାନପୁର ଜରିଆରେ ICMRର କରିବ ପରୀକ୍ଷଣ । ପରୀକ୍ଷଣ ସଫଳ ହେଲେ ଡ୍ରୋନରେ ପହଞ୍ଚାଯିବ ଟିକା ।

ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି କି ଏହି ପରୀକ୍ଷଣ ପାଇଁ ମାନବବିହୀନ ବିମାନ ସିଷ୍ଟମ (UAS) ନିୟମ, 2021 "ସର୍ତ୍ତମୂଳକ ଛାଡ" ପ୍ରଦାନ କରାଯାଇଛି । ଏହି ଛାଡ ଏକ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଲାଗୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.