ETV Bharat / business

ପେନସନ ସେକ୍ଟରରେ 74% ହୋଇପାରେ ଏଫଡିଆଇ - FDI limit in pension sector

ବୀମା କ୍ଷେତ୍ରରେ ଏଫଡିଆଇ ସୀମା 49 ପ୍ରତିଶତରୁ ବୃଦ୍ଧି ହୋଇ 74 ପ୍ରତିଶତ କରିବାକୁ ଆଇନ ସଂଶୋଧନକୁ ଗତ ମାସରେ ସଂସଦରେ ଅନୁମୋଦନ ମିଳିଛି । ଏବେ ପେନସନ କ୍ଷେତ୍ରରେ ଏହି ସୀମା ବଢାଇବାକୁ ଚାଲିଛି ପ୍ରସ୍ତୁତି । ଅଧିକ ପଢନ୍ତୁ..

Govt may hike FDI limit in pension sector to 74pc; Bill likely in monsoon session

author img

By

Published : Apr 11, 2021, 6:38 PM IST

ନୂଆଦିଲ୍ଲୀ: ବୀମା କ୍ଷେତ୍ର ପରେ ପେନସନ କ୍ଷେତ୍ରରେ ବଢିପାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ସୀମା । ପେନସନ କ୍ଷେତ୍ରରେ 74 ପ୍ରତିଶତ ଏଫଡିଆଇ ପାଇଁ ବିଲ ମୌସୁମୀ ଅଧିବେଶନରେ ଆସିପାରେ ।

ବୀମା କ୍ଷେତ୍ରରେ ଏଫଡିଆଇ ସୀମା 49 ପ୍ରତିଶତରୁ ବୃଦ୍ଧି ହୋଇ 74 ପ୍ରତିଶତ କରିବାକୁ ଆଇନ ସଂଶୋଧନକୁ ଗତ ମାସରେ ସଂସଦରେ ଅନୁମୋଦନ ମିଳିଛି । ବୀମା ଅଧିନିୟମ 1938ରେ ଶେଷ ଥର 2015 ରେ ସଂଶୋଧନ କରି ଏଫଡିଆଇ ସୀମା ବଢାଇ 49 ପ୍ରତିଶତ କରାଯାଇଥିଲା ।

ଏହା ଦ୍ବାରା ଏହି କ୍ଷେତ୍ରରେ 5 ବର୍ଷରେ 26,000 କୋଟି ଟଙ୍କାର ବିଦେଶୀ ନିବେଶ ଆସିଛି । ତଥ୍ୟ ଅନୁସାରେ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଅଧିନିୟମ 2013ରେ ସଂଶୋଧନ ମୌସୁମୀ ବା ଶୀତକାଳୀନ ଅଧିବେଶନରେ ଅଣାଯାଇପାରେ । ଏହା ଜରିଆରେ ପେସନସନ କ୍ଷେତ୍ରରେ ଏଫଡିଆଇର ସୀମା ବଢାଯାଇପାରେ ।

ଏବେ ପେନସନ କ୍ଷେତ୍ରରେ ଏଫଡିଆଇ ସୀମା 49 ପ୍ରତିଶତ ରହିଛି । ତଥ୍ୟ ରହିଛି କି ସଂଶୋଧନ ବିଧେୟକରେ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ) କୁ ପିଏଫଆରଡିଏରୁ ଅଲଗା କରିବାକୁ ବ୍ୟବସ୍ଥା ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.