ETV Bharat / business

ଏଣିକି ମହଙ୍ଗା ପଡିବ ନ୍ୟୁଜ ପେପର ପଢିବା, ବଢିବ ପ୍ରିଣ୍ଟିଙ୍ଗ ଦାମ - custom duty

ବଜେଟ ଆଗତ ପରେ ଟେନସନରେ ଖବର କାଗଜ ଗଣମାଧ୍ୟମ । ବଢିବ ପେପର ପ୍ରିଣ୍ଟିଙ୍ଗ ଦାମ । ଫଳରେ ନ୍ୟୁଜ ପେପର ଦାମ ମଧ୍ୟ ମହଙ୍ଗା ହେବ । ଏ ନେଇ ଅସନ୍ତୋଷ ପାଠକ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 6, 2019, 9:28 PM IST

ନୂଆଦିଲ୍ଲୀ: ଏଣିକି ମହଙ୍ଗା ହେବ ଖବରକାଗଜ ପଢିବା । କାରଣ ବୃଦ୍ଧି ପାଇବ ନ୍ୟୁଜ ପେପର ଦାମ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ଯଦିଓ ଗଣମାଧ୍ୟମରେ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ନିୟମ କୋହଳ ହୋଇଛି । ହେଲେ ଖବର ଛାପାଯାଉଥିବା କାଗଜରେ ପାଖାପାଖି 10 ପ୍ରତିଶତ କଷ୍ଟମ ଡ୍ୟୁଟି( ଉତ୍ପାଦ ଶୁଳ୍କ) ଲାଗୁ କରାଯାଇଛି ।

ଶୁକ୍ରବାର ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ଅନୁଯାୟୀ ନ୍ୟୁଜ ପ୍ରିଣ୍ଟ , ଛାପିବା ପାଇଁ ବ୍ୟବହୃତ ପେପର ଉପରେ 10 ପ୍ରତିଶତ ଉତ୍ପାଦ ଶୁଳ୍କ ଲଗାଇବା ନେଇ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଏହି ସବୁ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ଫ୍ରି ଥିଲା । ହେଲେ ଏବେ ଏହା ବଢିଲା ପରେ ପେପର ଦାମ ମଧ୍ୟ ବଢିବ । ଏ ନେଇ ଉଭୟ ନ୍ୟୁଜ ଏଜେନ୍ସି ଓ ପାଠକ ଚିନ୍ତିତ ଅଛନ୍ତି । ଅନ୍ୟପଟେ ସରକାର ବିଜ୍ଞାପନ ଦାମ ମଧ୍ୟ ବୃଦ୍ଧି କରିଛନ୍ତି ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.