ETV Bharat / business

ଆମାଜନ ବୋର୍ଡରେ ବିଜେନସ ଆଇକନ ଇନ୍ଦିରା ନୁଇ ସାମିଲ - director

ଆମାଜନ ନିର୍ଦ୍ଦେଶକ ମଣ୍ଡଳୀରେ ସାମିଲ ହେଲେ ପେପସି-କୋ କମ୍ପାନୀର ପୂର୍ବ ସିଇଓ ଇନ୍ଦିରା ନୁଇ । ଦ୍ବିତୀୟ ଭାରତୀୟ ମହିଳା ଭାବେ ନୁଇ ଏହି ବୋର୍ଡରେ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ@ '
author img

By

Published : Feb 27, 2019, 9:43 PM IST

ନୂଆଦିଲ୍ଲୀ: ଆମାଜନ ନିର୍ଦ୍ଦେଶକ ମଣ୍ଡଳୀରେ ସାମିଲ ହେଲେ ପେପସି-କୋ କମ୍ପାନୀର ପୂର୍ବ ସିଇଓ ଇନ୍ଦିରା ନୁଇ । ଦ୍ବିତୀୟ ଭାରତୀୟ ମହିଳା ଭାବେ ନୁଇ ଏହି ବୋର୍ଡରେ ଯୋଗ ଦେଇଛନ୍ତି । ଏ ନେଇ ଆମେରିକା ସ୍ଥିତ ଅନଲାଇନ ସପିଂ ସାଇଟ ଆମାଜନ ପକ୍ଷରୁ ସୂଚନା ଦିଆଯାଇଛି ।

ନୁଇଙ୍କ ପୂର୍ବରୁ ଏହି ବୋର୍ଡରେ ଷ୍ଟାରବକ୍ସର କାର୍ଯ୍ୟକାରୀ ଅଧିକାରୀ ରୋଜାଲିଡ ବ୍ରେବର ଏଥିରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ସମୟରେ ନୁଇ, ନମ୍ବର ୱାନ ଇକମର୍ସ ସାଇଟ ଆମାଜନର 549 ସେୟାରର ମାଲିକ ହେବେ । ଯାହାର ମୁଲ୍ୟ ଭାରତୀୟ ଟଙ୍କାରେ 6.36 କୋଟି ଟଙ୍କା ହେବ ।

ଗତ ବର୍ଷ ଅକ୍ଟୋବରରେ ନୁଇ ପେପସିକୋର ସିଇଓ ପଦରୁ ଇସ୍ତଫା ଦେଇଥିଲେ । ଦୀର୍ଘ 12 ବର୍ଷ ପରେ ସେ ଏହି ପଦରୁ ମୁହଁ ଫେରାଇ ଦେଇଥିଲେ । ନୁଇ ଜଣେ ବିଜେନେସ ଆଇକୁନ ଭାବେ ଜଣାଶୁଣା ।

କେବଳ ଏତିକିରେ ସୀମିତ ନୁହେଁ ନୁଇଙ୍କ କ୍ୟାରିଅର । ସେ ପ୍ରଥମ ଭାରତୀୟ ମହିଳା , ଯିଏ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଦୌଡରେ ସାମିଲ ନେଇ ଚର୍ଚ୍ଚା ଧରିଛି । ହ୍ବାଇଟହାଉସ ନୁଇଙ୍କ ନାଁ ନେଇ ବିଚାର ମଧ୍ୟ କରୁଛି ।

ଭୁବନେଶ୍ୱର:ହଠାତ ସୁ ସୁ ଶବ୍ଦରେ ସମସ୍ତେ ତଟସ୍ତ ହୋଇଗଲେ ମନ୍ତ୍ରୀଙ୍କ ଆସିବା ବାଟକୁ ଅପେକ୍ଷା କରିଥିବା ଅଧିକାରୀ ଓ ମିଡ଼ିଆର କର୍ମୀମାନେ।କିଛି ସମୟ ଏପଟ ସେପଟ ଖୋଜିବା ପରେ ନଜର ପଡିଲା ଏକ ଗ୍ୟାସ ଟାଙ୍କି ସଂଲଗ୍ନ ଏକ ଚୁଲ ଭୁସ ଭୁସ ହୋଇ ଜଳୁଛି।ଆଉ ସେଠାରେ କିଛି ମହିଳା ଅନନ୍ୟ ଉପାୟ ହୋଇ ଛିଡା ହୋଇ ରହିଛନ୍ତି।ତେବେ ଉପସ୍ଥିତ ମିଡ଼ିଆର କର୍ମୀମାନେ ଜୋର ରେ ଡାକିବାରୁ ସେଠାରେ ଉପସ୍ଥିତ ଥିବା ଜଣେ କର୍ମଚାରୀ ଏକ ଅଗ୍ନିନିର୍ବାପକ ଯନ୍ତ୍ର ଖୋଜି ଆଣି ନିଆଁ ପାଖକୁ ସାହସର ସହିତ ଯାଇ ଲିଭାଇବାକୁ ଉଦ୍ୟମ କରିଥିଲେ।କିଛି ସମୟର ଉଦ୍ୟମ ପରେ ସେ ନିଆଁ ଲିଭାଇବାରେ ସଫଳ ହୋଇ ପାରିଥିଲେ।
ସୂଚନାଯୋଗ୍ୟ କି ଭୁବନେଶ୍ବର ବିମାନ ବନ୍ଦରରେ କେତେକ ପ୍ରକଳ୍ପର  ଶିଳାନ୍ୟାସ  କାର୍ଯ୍ୟକ୍ରମ ନିମନ୍ତେ ସେଠାକୁ 2 କେନ୍ଦ୍ରମନ୍ତ୍ରୀ ଆସିବାର ଥିଲା।ଯେଉଁଠି ଅଧିକାରୀ ମାନଙ୍କ ସହିତ ଅନେକ ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ  କିପରି ସୁରକ୍ଷା ଉପରେ ଅବହେଳା ପ୍ରଦର୍ଶନ କରାଯାଉଛି।ଯଦି ସେଠାରେ ଗ୍ୟାସ ଟାଙ୍କିଟି ଫାଟି ଥାନ୍ତା ତେବେ ନିଶ୍ଚିତ ରୂପରେ ଏକ ବଡ଼ ଧରଣର ଅଘଟଣକୁ ଘଟିବାର କେହି ରୋକି ପାରି ନଥାନ୍ତେ।ତେବେ କଣ ପାଇଁ ଏତେବଡ଼ ଅବହେଳା ପ୍ରଦର୍ଶନ କରାଗଲା,ଏଥିପାଇଁ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Laxmikanta das
Bhubaneswar
Visual already sent by WhatsApp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.