ETV Bharat / business

ମହୁମାଛି ଚାଷୀଙ୍କ ବଢିବ ରୋଜଗାର, ସରକାର ଦେବେ 500 କୋଟି ଟଙ୍କା - ଅର୍ଥମନ୍ତ୍ରୀଙ୍କ ଘୋଷଣା

ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି ପାଇଁ ସରକାରଙ୍କ ବଡ ପ୍ରୟାସ । ମହୁମାଛି ଚାଷୀଙ୍କୁ ପ୍ରୋତ୍ସାନ ଦେବାକୁ ଖର୍ଚ୍ଚ କରିବେ 500 କୋଟି ଟଙ୍କା । ଅଧିକ ପଢନ୍ତୁ..

FM Sitharaman announces
ମହୁମାଛି ଚାଷୀଙ୍କ ବଢିବ ରୋଜଗାର
author img

By

Published : May 15, 2020, 7:18 PM IST

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପ୍ୟାକେଜ ଅନ୍ତର୍ଗତ ତୃତୀୟ ରାଉଣ୍ଡରେ ଅର୍ଥମନ୍ତ୍ରୀ କୃଷି ଓ ଏଥିସହ ଜଡିତ ସେକ୍ଟର ପାଇଁ କରିଛନ୍ତି ଅନେକ ଘୋଷଣା । ତେବେ ଆଜିର ଏହି ପ୍ୟାକେଜରେ ମହୁମାଛି ପାଳନ ନେଇ ଅର୍ଥମନ୍ତ୍ରୀ 500 କୋଟିର ଯୋଜନା ଆଣିଛନ୍ତି ।

ମହୁମାଛି ପାଳନକୁ ପ୍ରୋତ୍ସାହନ ଦେବାକୁ ସରକାର ଏହି ପ୍ୟାକେଜରେ 500 କୋଟି ଟଙ୍କାର ଘୋଷଣା କରିଛନ୍ତି । ଏହା ଦ୍ବାରା 2 ଲକ୍ଷ ମହୁମାଛି ଚାଷୀଙ୍କ ଆୟ ବୃଦ୍ଧି ହେବ ।

ସମଗ୍ର ବିଶ୍ବକୁ ଦେଖିବାକୁ ଗଲେ ଏହା ଏକ ପଦକ୍ଷେପ । ଏହା ଦ୍ବାରା ରପ୍ତାନୀ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ । ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଲୋକଙ୍କୁ ରୋଜଗାର ମିଳିବ । ମହୁମାଛି ପାଳନ ପାଇଁ ଭିତ୍ତିଭୂମି ନିର୍ମାଣ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.