ETV Bharat / business

ଏସବିଆଇ ସମେତ ଦେଶର 9 ବ୍ୟାଙ୍କ ଦୃଶ୍ୟପଟ୍ଟକୁ ନକରାତ୍ମକ ରଖିଲା ଫିଚ୍‌

author img

By

Published : Jun 22, 2020, 5:58 PM IST

ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କର ଆଉଟଲୁକକୁ ସଂଶୋଧିତ କରି ସ୍ଥିରରୁ ନକରାତ୍ମକ କରିଛି ଫିଚ ରେଟିଂ । ଅଧିକ ପଢନ୍ତୁ...

Fitch Revises Outlook On SBI, ICICI Bank, 7 Other Lenders To Negative
ଏସବିଆଇ ସମେତ ଦେଶର 9 ବ୍ୟାଙ୍କ ଦୃଶ୍ୟପଟ୍ଟକୁ ନକରାତ୍ମକ ରଖିଲା ଫିଚ୍‌

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସମତେ 9ଟି ଭାରତୀୟ ବ୍ୟାଙ୍କର ସ୍ଥିତି(ଆଉଟଲୁକ)କୁ ସଂଶୋଧିକ କରିଛି ଫିଚ ରେଟିଂ । ଦେଶର ପ୍ରମୁଖ ବ୍ୟାଙ୍କଗୁଡିକର ଦୃଶ୍ୟପଟ୍ଟ ସ୍ଥିରରୁ ନକରାତ୍ମକ ରଖିଛି ଏଜେନ୍ସି ।

ଅର୍ଥବ୍ୟବସ୍ଥା ଉପରେ କୋରୋନା ଭାଇରସ ମହାମାରୀରେ ପ୍ରଭାବ ଯୋଗୁଁ ଭାରତର sovereign ରେଟିଂ ଆଉଟଲୁକରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ଏହି ଆକଳନ କରାଯାଇଛି । ଯଦିଓ ଏଜେନ୍ସି ତାହାର ବର୍ତ୍ତମାନ ରେଟିଂକୁ ସ୍ଥିର ରଖିଛି । ଏଥିସହ ଫିଚ ଆଇଡିବିଆଇ ବ୍ୟାଙ୍କ ଲିମିଟେଡର ରେଟିଂକୁ ମଧ୍ୟ ଅପରିବର୍ତ୍ତିତ ରଖିଛି ହେଲ ଆଉଟଲୁକକୁ ନକରାତ୍ମକ ରଖିଛି ।

2020 ଜୁନ 18ରେ ଭାରତର ‘ବିବିବି ମାଇନସ’ ରେଟିଂ ଉପରେ ଆଉଟଲକକୁ ସ୍ଥିରରୁ ହଟାଇ ନକରାତ୍ମକ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରେଟିଂ ଏଜେନ୍ସି ଏକ ବିବୃତ୍ତିରେ କହିଛି ।

ଏହି ବ୍ୟାଙ୍କର ଆଉଟଲୁକକୁ ନେଗେଟିଭ କଲା ଫିଚ

  • ଭାରତୀୟ ଷ୍ଚେଟ ବ୍ୟାଙ୍କ
  • ବ୍ୟାଙ୍କ ଅଫ ବରୋଦା
  • ବ୍ୟାଙ୍କ ଅଫ ବରୋଦା(ନ୍ୟୁଜଲ୍ୟାଣ୍ଡ)
  • ବ୍ୟାଙ୍କ ଅଫ ଇଣ୍ଡିଆ
  • କାନାରା ବ୍ୟାଙ୍କ
  • ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
  • ଆଇସିଆଇସିଆଇ ବ୍ୟାଙ୍କ
  • ଆକ୍ସିସ ବ୍ୟାଙ୍କ
  • ଭାରତୀୟ ରପ୍ତାନୀ-ଆମଦାନୀ ବ୍ୟାଙ୍କ Export-Import Bank of India (EXIM

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.