ETV Bharat / business

କୋରୋନା ପଜେଟିଭ ଚିହ୍ନଟ ପରେ ଆର୍ଥିକ ସେବା ବିଭାଗ ସିଲ

author img

By

Published : Jun 25, 2020, 12:44 PM IST

ଆର୍ଥିକ ସେବା ବିଭାଗରେ କୋରୋନା ସଂକ୍ରମଣ ମାମଲା । ବହୁ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହେବା ପରେ ସିଲ ହୋଇଛି ବିଭାଗୀୟ କାର୍ଯ୍ୟାଳୟ । ଆଜି କାର୍ଯ୍ୟାଳୟକୁ ସାନିଟାଇଜ କରାଯିବ । ଅଧିକ ପଢନ୍ତୁ..

କୋରୋନା ପଜେଟିଭି ଚିହ୍ନଟ ପରେ  ଆର୍ଥିକ ସେବା ବିଭାଗ ସିଲ

ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣ ମାମଲା ଆସିବା ପରେ ଅର୍ଥମନ୍ତ୍ରଣାଳୟ ଅଧିନରେ ରହିଥିବା ଆର୍ଥିକ ସେବା ବିଭାଗ(ଡିଏଫଏସ)ର କାର୍ଯ୍ୟାଳୟକୁ ଗୋଟିଏ ଦିନ ପାଇଁ ସିଲ କରିଦିଆଯାଇଛି । ଗୁରୁବାର ବିଭାଗୀୟ କାର୍ଯ୍ୟାଳୟ ବନ୍ଦ ରହିବ ।

ଗୁରୁବାର କାର୍ଯ୍ୟାଳୟକୁ ସାନିଟାଇଜ କରାଯିବା ନେଇ ବ୍ୟବସ୍ଥା ରହିଛି । ଡିଏଫଏସର ଅନେକ ଅଧିକାରୀ ଓ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଡିଏଫଏସ ଦିଲ୍ଲୀର ସଂସଦ ମାର୍ଗରେ ଥିବା ଜୀବନ ଦ୍ବୀପ ଭବନରେ ରହିଛି । ବ୍ୟାଙ୍କ ଓ ବୀମା ସମେତ ସାର୍ବଜନୀନ କ୍ଷେତ୍ରର ଆର୍ଥିକ ସଂସ୍ଥାନର ଏହା କାର୍ଯ୍ୟାଳୟ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.