ETV Bharat / business

ଆରବିଆଇକୁ ଟଙ୍କା ମାଗିଲେ ସରକାର - RBI

ସବୁଜ ସଂକେତ ପାଇବା କ୍ଷଣି ମାଡିଚାଲିଲେ ସରକାର । ଆରବିଆଇକୁ ଟଙ୍କା ମାଗିବାକୁ ଆରମ୍ଭ କରିଦେଲେ ପ୍ରୟାସ । କେନ୍ଦ୍ର ଅର୍ଥମନ୍ତ୍ରାଳୟ ଆରବିଆଇ ଠାରୁ 27,380 ହଜାର କୋଟି ଟଙ୍କା ମାଗିଛନ୍ତି ।

author img

By

Published : Feb 11, 2019, 4:29 PM IST

ଏହି ଟଙ୍କା ଆରବିଆଇ ସାମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଭଣ୍ଡାରରେ ଗଚ୍ଛିତ କରି ରଖିଥିଲା । ଆଉ ଏଥିପାଇଁ ହିଁ ଆରବିଆଇ ଓ ସରକାରଙ୍କ ମଧ୍ୟରେ ଉପୁଜିଥିଲା ବିବାଦ । ଭଣ୍ଡାରରୁ ସରକାର ଟଙ୍କା ଚାହୁଁଥିଲେ ସୁଦ୍ଧା ଆରବିଆଇ ଏହି ଟଙ୍କାକୁ ସମ୍ଭାବ୍ୟ ବିପଦର ସମ୍ମୁଖୀନ କରିବାକୁ ସଂରକ୍ଷିତ ରଖିଥିଲେ । ଏଥିଲାଗି ସରକାରଙ୍କୁ ଟଙ୍କା ଦେବାକୁ ଆରବିଆଇ ଅମଙ୍ଗ ଥିଲା ।

ହେଲେ ଏବେ ଆରବିଆଇ ଟଙ୍କାକୁ ନେଇ ଶକ୍ତିକାନ୍ତ ଦାସଙ୍କ ସ୍ପଷ୍ଟିକରଣ ପରେ ବଦଳିଯାଇଛି ଆର୍ଥିକ ରୂପରେଖ । ବିପଦ ମୁକାବିଲା ପାଣ୍ଠିରେ ଥିବା ମୋଟ 27,380 ହଜାର କୋଟି ଟଙ୍କା ସରକାରଙ୍କୁ ଦେବା ପାଇଁ ଅର୍ଥମନ୍ତ୍ରାଳୟ ପକ୍ଷରୁ ଆରବିଆଇକୁ କୁହାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ସରକାର ଆରବିଆଇ ଠାରୁ ଅନ୍ତରୀଣ ଲାଭାଂଶ ବାବଦକୁ 28ହଜାର କୋଟି ଟଙ୍କା ଚାହାନ୍ତି ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଥିଲେ ।

ଯଦି ଆରବିଆଇ ସରକାରଙ୍କୁ 28ହଜାର କୋଟି ଟଙ୍କାର ଅନୁମୋଦନ ଦିଅନ୍ତି, ତେବେ ଚଳିତ ଆର୍ଥିକ ବର୍ଷରେ ମୋଟ ଅନ୍ତରୀଣ ଲାଭାଂଶ ପରିମାଣ 68ହଜାର କୋଟି ଟଙ୍କା ରହିବ ।

Intro:Body:

ଆରବିଆଇକୁ ଟଙ୍କା ମାଗିଲେ ସରକାର

ନୂଆଦିଲ୍ଲୀ: ସବୁଜ ସଂକେତ ପାଇବା କ୍ଷଣି ମାଡିଚାଲିଲେ ସରକାର । ଆରବିଆଇକୁ ଟଙ୍କା ମାଗିବାକୁ ଆରମ୍ଭ କରିଦେଲେ ପ୍ରୟାସ । କେନ୍ଦ୍ର ଅର୍ଥମନ୍ତ୍ରାଣଳୟ ଏବେ ଆରବିଆଇ ଠାରୁ 27,380 ହଜାର କୋଟି ଟଙ୍କା ମାଗିଛନ୍ତି ।

ଏହି ଟଙ୍କା ଆରବିଆଇ ସାମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଭଣ୍ଡାରରେ ଗଚ୍ଛିତ କରି ରଖିଥିଲା । ଆଉ ଏଥିପାଇଁ ହିଁ ଆରବିଆଇ ଓ ସରକାରଙ୍କ ମଧ୍ୟରେ ଉପୁଜିଥିଲା ବିବାଦ । ଭଣ୍ଡାରରୁ ସରକାର ଟଙ୍କା ଚାହୁଁଥିଲେ ସୁଦ୍ଧା ଆରବିଆଇ ଏହି ଟଙ୍କାକୁ ସମ୍ଭାବ୍ୟ ବିପଦର ସମ୍ମୁଖୀନ କରିବାକୁ ସଂରକ୍ଷିତ ରଖିଥିଲେ । ଏଥିଲାଗି ସରକାରଙ୍କୁ ଟଙ୍କା ଦେବାକୁ ଆରବିଆଇ ଅମଙ୍ଗ ଥିଲା ।

ହେଲେ ଏବେ ଆରବିଆଇ ଟଙ୍କାକୁ ନେଇ ଶକ୍ତିକାନ୍ତ ଦାସଙ୍କ ସ୍ପଷ୍ଟିକରଣ ପରେ ବଦଳିଯାଇଛି ଆର୍ଥିକ ରୂପରେଖ । ବିପଦ ମୁକାବିଲା ପାଣ୍ଠିରେ ଥିବା ମୋଟ 27,380 ହଜାର କୋଟି ଟଙ୍କା ସରକାରଙ୍କୁ ଦେବା ପାଇଁ ଅର୍ଥମନ୍ତ୍ରାଣଳୟ ପକ୍ଷରୁ ଆରବିଆଇକୁ କୁହାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ସରକାର ଆରବିଆଇ ଠାରୁ ଅନ୍ତରୀଣ ଲାଭାଂଶ ବାବଦକୁ 28ହଜାର କୋଟି ଟଙ୍କା ଚାହାନ୍ତି ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଥିଲେ ।

ଯଦି ଆରବିଆଇ ସରକାରଙ୍କୁ 28ହଜାର କୋଟି ଟଙ୍କାର ଅନୁମୋଦନ ଦିଆନ୍ତି, ତେବେ ଚଳିତ ଆର୍ଥିକ ବର୍ଷରେ ମୋଟ ଅନ୍ତରୀଣ ଲାଭାଂଶ ପରିମାଣ 68ହଜାର କୋଟି ଟଙ୍କା ରହିବ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.