ETV Bharat / business

ବଜେଟ 2020: ଏମଏସଏମଇ କ୍ଷେତ୍ରକୁ ଋଣ ଯୋଗାଇବେ ସରକାର - ବଜେଟ 2020

2020-21 ବର୍ଷର ବଜେଟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ(ଏମଏସଏମଇ) ଉଦ୍ୟୋଗ ପାଇଁ ସରକାର ଋଣ ଯୋଗାଇବା ବ୍ୟବସ୍ଥା କରିଛନ୍ତି।

finance Minister proposes a scheme of subordinate debt for MSMEs in union budget
ଉପସ୍ଥାପିତ ହେଲା ବଜେଟ 2020: ଏମଏସଏମଇକୁ ଋଣ ଯୋଗାଇବେ ସରକାର
author img

By

Published : Feb 1, 2020, 1:47 PM IST

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ(ଏମଏସଏମଇ) ଉଦ୍ୟୋଗ ପାଇଁ ସରକାରଙ୍କ ଦ୍ବାରା ଋଣ ଯୋଗାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ ।

ସେଥିପାଇଁ ସରକାରଙ୍କ ଦ୍ବାରା ଏମଏସଏମଇର ଡେବିଟ ରିକାଷ୍ଟ ୱିଣ୍ଡୋକୁ ଆସନ୍ତା 2021 ମାର୍ଚ୍ଚ ମଧ୍ୟରେ ବୃଦ୍ଧି କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରାଯାଇଛି । ଏନେଇ ଅର୍ଥମନ୍ତ୍ରୀ ଜଣାଇଛନ୍ତି।

ସେହିପରି କେତେକ ସରକାରୀ ସିକ୍ୟୁରିଟିକୁ ବିଦେଶୀଙ୍କ ପାଇଁ ଉପଲବ୍ଧ କରାଯିବ। ସେହିପରି ଫରେନ ପୋର୍ଟପୋଲିଓ ଇନଭେଷ୍ଟମେଣ୍ଟର କ୍ରପ ବ୍ୟାଣ୍ଡକୁ 15 ପ୍ରତିଶତକୁ ବୃଦ୍ଧି କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.