ETV Bharat / business

ବଜେଟ ଆଗତ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ବଜେଟ ଆଣିବାକୁ ପ୍ରସ୍ତୁତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥ ମନ୍ତ୍ରାଣଳୟରୁ ବଜେଟ ସମ୍ପର୍କିତ ସମସ୍ତ ଦସ୍ତାବିଜ ନେଇ ସେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

Finance Minister Nirmala Sitharaman to proceed to the Parliament House to attend the Cabinet meeting
ବଜେଟ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ
author img

By

Published : Feb 1, 2020, 10:03 AM IST

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷର ବଜେଟ ଆଗତ କରିବାକୁ ପ୍ରସ୍ତୁତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥ ମନ୍ତ୍ରାଣଳୟରୁ ବଜେଟ ସମ୍ପର୍କିତ ସମସ୍ତ ଦସ୍ତାବିଜ ନେଇ ସେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ସେ କେନ୍ଦ୍ର ବ୍ୟାବିନେଟରେ ଯୋଗ ଦେବା ପାଇଁ ସଂସଦରେ ପହଞ୍ଚିବେ । ଏହା ପରେ ସଂସଦରେ ଦିନ 11ଟାରେ ଚଳିତ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳର ହିସାବ ରଖିବେ ।

ଆରମ୍ଭ ହୋଇଗଲାଣି ବଜେଟ କାଉଣ୍ଟଡାଉନ । କଣ ରହିବ ବଜେଟ ରୂପରେଖ ? କେଉଁ ବିଭାଗକୁ କେତେ ମିଳିବ ଅର୍ଥ ? କେଉଁ ନୂଆ ସ୍କିମ ? ଏଭଳି ବିଭିନ୍ନ ପ୍ରଶ୍ନ ମଧ୍ୟରେ ବଜେଟ ପେଡିକୁ ଖୋଲିବା ମୁହୂର୍ତ୍ତକୁ ଅନାଇ ରହିଛନ୍ତି ଦେଶବାସୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.