ETV Bharat / business

ନଭେମ୍ବର 30ରେ ଆସିବ ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ - ନଭେମ୍ବର 30ରେ ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ

ଏନକେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ ନଭେମ୍ବର 30ରେ ପ୍ରକାଶ ପାଇବ।

ନଭେମ୍ବର 30ରେ ଆସିବ ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ
author img

By

Published : Nov 22, 2019, 3:29 PM IST

ନୂଆଦିଲ୍ଲୀ: ଏନକେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ ନଭେମ୍ବର 30ରେ ପ୍ରକାଶ ପାଇବ। କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଯୋଜନାକୁ ପୁଣି ଥରେ ସମୀକ୍ଷା କରାଯାଇଛି। ଏଥିସହ ସେସବୁର ପରିମାଣକୁ ନଜରରେ ରଖି କିଛି ଯୋଜନାର ମିଶ୍ରଣ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ କୌଣସି ବି କେନ୍ଦ୍ର ଯୋଜନାର ଆଗାମୀ ପଦକ୍ଷେପ ଉପରେ ଅନୁମାନ ଲଗାଯାଇପାରିବ ନାହିଁ ବୋଲି ଅର୍ଥ ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି।

ରାଜସ୍ବ ହ୍ରାସ ଓ ରାଜକୋଷୀୟ ଘାଟାକୁ କମ କରିବା ପରେ ବି 1.45 ଲକ୍ଷ କୋଟି ଟଙ୍କାର କର୍ପୋରେଟ ଟିକସ ରିହାତି ନେଇ ଖାତାରେ ଦିଆଯାଇଛି। ଅର୍ଥ ମନ୍ତ୍ରାଣଳୟ ସିଏସଏସ ପରିସଂଖ୍ୟାନକୁ ଯୁକ୍ତିସଙ୍ଗତ କରିବା ପାଇଁ ଯୋଜନା ଉପରେ ନୂଆ ଢଙ୍ଗରେ ବିଚାର କରିବାକୁ ହେବ। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, କଲ୍ୟାଣକାରୀ ଯୋଜନାକୁ ବାଧିତ କରାଯିବ ନାହିଁ। ସରକାର ପୂର୍ବରୁ କେନ୍ଦ୍ରୀୟ ପରିଯୋଜନା ସଂଖ୍ୟା 66ରୁ ହ୍ରାସ କରି 28 କରିଦେଇଛନ୍ତି । ଏହି ସବୁ କ୍ଷେତ୍ରରେ ବହୁତ ସିଏସଏସ ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.