ETV Bharat / business

ଘରୋଇ ସେୟାର ବଜାରରେ ପଡିନି ଦୁର୍ବଳ ବିଦେଶୀ ସଙ୍କେତ ପ୍ରଭାବ - ଘରୋଇ ସେୟାର ବଜାରରେ ପଡିନି ଦୁର୍ବଳ ବିଦେଶୀ ସଙ୍କେତ ପ୍ରଭାବ

ଅନ୍ତର୍ଜାତୀୟ ଇକ୍ୟୁଟି ବଜାରରେ ଦୁର୍ବଳ ପ୍ରଦର୍ଶନ ପରେ ବି ଭାରତୀୟ ସେୟାର ବଜାର କାରବାର ଆରମ୍ଭରୁ ସବୁଜ ସଙ୍କେତରେ ରହିଛି। ସୋମବାର କ୍ଷତିରେ ବନ୍ଦ ହୋଇଥିବା ବଜାର ମଙ୍ଗଳବାର ଆରମ୍ଭରେ ସେନସେକ୍ସ 145 ପଏଣ୍ଟ ବଢିଥିବା ବେଳେ ନିଫି 29 ପଏଣ୍ଟ ବୃଦ୍ଧି ପାଇଛି।

domestic stock market intensifies despite weak foreign signals
ଘରୋଇ ସେୟାର ବଜାରରେ ପଡିନି ଦୁର୍ବଳ ବିଦେଶୀ ସଙ୍କେତ ପ୍ରଭାବ
author img

By

Published : Jan 28, 2020, 2:25 PM IST

ମୁମ୍ବାଇ: ଅନ୍ତର୍ଜାତୀୟ ଇକ୍ୟୁଟି ବଜାରରେ ଦୁର୍ବଳ ପ୍ରଦର୍ଶନ ପରେ ବି ଭାରତୀୟ ସେୟାର ବଜାର କାରବାର ଆରମ୍ଭରୁ ସବୁଜ ସଙ୍କେତରେ ରହିଛି। ସୋମବାର କ୍ଷତିରେ ବନ୍ଦ ହୋଇଥିବା ବଜାର ମଙ୍ଗଳବାର ଆରମ୍ଭରେ ସେନସେକ୍ସ 145 ପଏଣ୍ଟ ବଢିଥିବା ବେଳେ ନିଫି 29 ପଏଣ୍ଟ ବୃଦ୍ଧି ପାଇଛି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 144.56 ପଏଣ୍ଟ ବଢି 41,299.69ରେ ଖୋଲିଥିବା ବେଳେ ପରବର୍ତ୍ତୀ ସମୟରେ 41,313.63 ପର୍ଯ୍ୟନ୍ତ ଉଛୁଳିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 29.10 ପଏଣ୍ଟ ବୃଦ୍ଧି ସହ 12,148.10 ଖୋଲି 12,159.10 ପର୍ଯ୍ୟନ୍ତ ଚଢିଛି।

ସୋମବାର ଅନ୍ତର୍ଜାତୀୟ ବଜାରରେ ହ୍ରାସ ଲାଗିଥିବାରୁ ଭାରତୀୟ ପୁଞ୍ଜି ବଜାର ଭାରୀ ମାତ୍ରାରେ ପ୍ରଭାବିତ ହୋଇଥିଲା । କରୋନା ଭାଇରସ ଆତଙ୍କ ମଧ୍ୟରେ ବହୁତ ଆସେସଟସ ଚାହିଦା କମିବାରେ ଲାଗିଛି । ଏଥିଯୋଗୁଁ ସୋମବାର ସେନସେକ୍ସ 458 ପଏଣ୍ଟ କମି 41,155 ପଏଣ୍ଟକୁ ଖସିଥିଲା । ସେନସେକ୍ସର 30 ଷ୍ଟକରୁ 22ରେ ହ୍ରାସ ଦେଖାଦେଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.