ETV Bharat / business

ଓଡିଶାର 8950 ଗାଁରେ ମିଳୁନି ହାଇସ୍ପିଡ ଇଣ୍ଟରନେଟ ସେବା - ଡିଜାଟାଲ ସ୍ବାକ୍ଷରତା

ଡିଜିଟାଲ ସ୍ବାକ୍ଷରତା ଓ ଇଣ୍ଟରନେଟ ସ୍ପିଡ ଦୃଷ୍ଟିରୁ ପଛୁଆ ଓଡିଶା । 2011 ଜନଗଣନା ଅନୁସାରେ 47677 ଜନସଂଖ୍ୟା ରହିଥିବା 8947 ଗାଁରେ ହାଇସ୍ପିଡ ଇଣ୍ଟରନେଟ ସେବା ରହିନାହିଁ । ଏହି ରିପୋର୍ଟ ଡିଜିଟାଲ ଭାରତ ସ୍ବପ୍ନକୁ ଅଟ୍ଟହାସ୍ୟ କରୁଛି । ଅଧିକ ପଢନ୍ତୁ..

ଓଡିଶାର 8950 ଗାଁରେ ମିଳୁନି ହାଇସ୍ପିଡ ଇଣ୍ଟରନେଟ ସେବା

author img

By

Published : Feb 4, 2021, 8:24 PM IST

ହାଇଦ୍ରାବାଦ: ଡିଜିଟାଲ ଇଣ୍ଡିଆକୁ ଦିଆଯାଉଛି ପ୍ରୋତ୍ସାହନ । ଏଣୁ ଦେଶରେ ଅନଲାଇନ ସେବାକୁ ମିଳୁଛି ଗୁରୁତ୍ବ । ଏହି ଲକ୍ଷ୍ୟରେ ସବୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ହେଉଛି ପ୍ରୟାସ ।

ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ଗତିକୁ ତୀବ୍ର କରିବା ପାଇଁ ବ୍ରଡବ୍ୟାଣ୍ଡ / ହାଇ ସ୍ପିଡ୍ ଇଣ୍ଟରନେଟ୍ ଭିତ୍ତିଭୂମି ଦ୍ୱାରା ସମସ୍ତ ଗ୍ରାମ ପଞ୍ଚାୟତ (ଜିପିଏସ ) (ପ୍ରାୟ 2.5 ଲକ୍ଷ) କୁ ସଂଯୋଗ କରିବାକୁ ଦେଶରେ ଭାରତନେଟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

ଓଡିଶାର 8950 ଗାଁରେ ମିଳୁନି ହାଇସ୍ପିଡ ଇଣ୍ଟରନେଟ ସେବା
ଓଡିଶାର 8950 ଗାଁରେ ମିଳୁନି ହାଇସ୍ପିଡ ଇଣ୍ଟରନେଟ ସେବା

3G / 4G ମୋବାଇଲ୍ କନେକ୍ଟିଭିଟି ଏବଂ ଅପ୍ଟିକାଲ୍ ଫାଇବର କେବୁଲ୍ (OFC) ସଂଯୋଗ ମାଧ୍ୟମରେ ସରକାର ଏବଂ ଟେଲିକମ୍ ସେବା ପ୍ରଦାନକାରୀ (TSPs) ଗ୍ରାମାଞ୍ଚଳରେ ହାଇ ସ୍ପିଡ ଇଣ୍ଟରନେଟ ସୁବିଧା ଯୋଗାଇଛନ୍ତି । ଦେଶର 37,439 ଲୋକ ରହିଥିବା ଗ୍ରାମଗୁଡିକ ହାଇ ସ୍ପିଡ୍ 3G / 4G ମୋବାଇଲ୍ ସଂଯୋଗ ଦ୍ୱାରା ଅନ୍ତର୍ଭୁକ୍ତ ନୁହେଁ ।

ଗୁଜୁରାଟରେ 775 ଗାଁକୁ ହାଇସ୍ପିଡ 3G/4G ମୋବାଇଲ କନେକ୍ଟିଭିଟି ଏବେ ସୁଦ୍ଧା ଯାଇନାହିଁ ।

ସରକାରୀ ଏବଂ ଟେଲିକମ ସେବା ପ୍ରଦାନକାରୀ ଯୋଜନା ଅନୁଯାୟୀ ଏହି ଗ୍ରାମଗୁଡିକ ହାଇସ୍ପିଡ ଇଣ୍ଟରନେଟ ସୁବିଧା ସହିତ ପର୍ଯ୍ୟାୟକ୍ରମେ କଭର ହୋଇଛି । ନିମ୍ନରେ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଅନୁସାରେ ବିବରଣୀ ରହିଛି । ଯେଉଁଥିରେ 2011 ଜନଗଣନା ଅନୁସାରେ ଇଣ୍ଟରନେଟ ଉପଲବ୍ଧ ହୋଇନଥିବା ଗ୍ରାମର ସଂଖ୍ୟା ରହିଛି ।

ଏହି ଲିଷ୍ଟରେ ଓଡିଶାର 47677 ଜନ ସଂଖ୍ୟା ରହିଥିବା 8947 ଗାଁରେ ହାଇସ୍ପିଡ ଇଣ୍ଟରନେଟ ସେବା ନଥିବା ଦର୍ଶାଯାଇଛି । ସବୁଠୁ ଅଧିକ । ଯାହା ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.