ETV Bharat / business

କମ୍ପାନୀକୁ ଜୋଶ ଦେବ କର୍ପୋରେଟ ଟ୍ୟାକ୍ସ ରିହାତି

author img

By

Published : Sep 20, 2019, 5:24 PM IST

ଶୁକ୍ରବାର ଅର୍ଥମନ୍ତ୍ରୀ ଘରୋଇ କମ୍ପାନୀ ଉପରୁ କର୍ପୋରେଟ ଟ୍ୟାକ୍ସ ହ୍ରାସ ସହ mat ଛାଡ ଆଦି ନିଷ୍ପତ୍ତି ନେଇ ଅର୍ଥନୀତିକୁ ଶକ୍ତିଶାଳୀ ପାଇଁ ଭିଟାମିନ ଦେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ସମସ୍ତ କ୍ଷେତ୍ରରେ ପ୍ରଂଶସା କରାଯାଉଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: କର୍ପୋରେଟ ଟିକସ ହ୍ରାସ ଏକ ଐତିହାତିକ ପଦକ୍ଷେପ । ଏହା ‘ମେକ ଇନ ଇଣ୍ଡିଆ’ ପ୍ରୋତ୍ସାହିତ କରିବ । ଏଥିସହ ସମଗ୍ର ବିଶ୍ବରୁ ନିବେଶର ବାଟ ଖୋଲିବ । ଫଳରେ ଦେଶରେ ନିଯୁକ୍ତି ସୃଷ୍ଟି ହେବ । ଯାହାକି 130 କୋଟି ଜନତାଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେବ ’ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଛନ୍ତି ।

corporate tax cut
ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ

ଶୁକ୍ରବାର ଅର୍ଥମନ୍ତ୍ରୀ ଘରୋଇ କମ୍ପାନୀ ଉପରୁ କର୍ପୋରେଟ ଟ୍ୟାକ୍ସ ହ୍ରାସ ସହ mat ଛାଡ ଆଦି ନିଷ୍ପତ୍ତି ନେଇ ଅର୍ଥନୀତିକୁ ଶକ୍ତିଶାଳୀ ପାଇଁ ଭିଟାମିନ ଦେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ଉଦ୍ଦୌଗ ଜଗତ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ପ୍ରଂଶସା କରାଯାଉଛି । ଏଥିଯୋଗୁଁ 10 ବର୍ଷର ସର୍ବୋର୍ଚ୍ଚ ଦିନିକିଆ ବୃଦ୍ଧି ସହ ସେୟାର ବଜାର ରେକର୍ଡ ସୃଷ୍ଟି କରିଛି । ନିବେଶକ କୋଟି କୋଟି ପ୍ରଫିଟ କମାଇଛନ୍ତି ।

corporate tax cut
ଅମିତ ଶାହଙ୍କ ଟ୍ବିଟ

ଏପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ପ୍ରଂଶସା କରି ଟ୍ବିଟ କରି କହିଛନ୍ତି ଯେ, ‘ ଦୀର୍ଘଦିନ ଧରି କର୍ପୋରେଟ ଟିକସ ହ୍ରାସ ପାଇଁ ଯେଉଁ ଦାବି ହେଉଥିଲା , ଆଜି ତାହା ବାସ୍ତବରେ ପୂରଣ ହୋଇଛି । ଏହା ଦ୍ବାରା ଭାରତୀୟ କମ୍ପାନୀ ନିଜର ନୂଆ ପରିଚୟ ଗଢିବା ସହ ଦେଶ ପ୍ରତି ବିଦେଶୀ ନିବେଶକ ଆକର୍ଷିତ ହେବେ । ଏଥିସହ ମୋଦି ସରକାର ଭାରତକୁ ମାନୁଫ୍ୟାକ୍ଚରିଂ ହବ ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

corporate tax cut
କୋଟକ ମହିନ୍ଦ୍ରା ଟ୍ବିଟ

କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି କୋଟାକ ମହିନ୍ଦ୍ରା ମଧ୍ୟ ଟ୍ବିଟ କରି କହିଛନ୍ତି କି, ‘କର୍ପୋରେଟ ଟିକସ ହ୍ରାସ ଏକ ବଡ ସଂସ୍କାର । ଏଥିରୁ ସ୍ପଷ୍ଟ ବାରି ହେଉଛି କି, ଆମ ସରକାର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ଓ ଆଉ ସେହି କମ୍ପାନୀଗୁଡିକୁ ସହଯୋଗ କରୁଛନ୍ତି, ଯେଉଁମାନେ ଏକ ସଠିକ ଭାବେ କର ଭରୁଛନ୍ତି । ଏହା ଏକ ବୋଲ୍ଡ ପଦକ୍ଷେପ ।’

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.