ETV Bharat / business

ସୁଧୁରିଲା କୋର ସେକ୍ଟର, ଫେରିଲା ଅଭିବୃଦ୍ଧି

author img

By

Published : Jan 31, 2020, 8:23 PM IST

ସୁଧୁରିଛି 8 ପ୍ରମୁଖ ଉଦ୍ୟୋଗ(କୋର ସେକ୍ଟର)ର ଅଭିବୃଦ୍ଧି ହାର । 2019 ଡିସେମ୍ବରରେ ଶିଳ୍ପଗୁଡିକର ଉତ୍ପାଦନ 1.3 ପ୍ରତିଶତକୁ ବଢିଛି ।

Core sector growth recovers to 1.3% in December
ସୁଧୁରିଲା କୋର ସେକ୍ଟର, ଫେରିଲା ଅଭିବୃଦ୍ଧି

ନୂଆଦିଲ୍ଲୀ: ସୁଧୁରିଛି 8 ପ୍ରମୁଖ ଉଦ୍ୟୋଗ(କୋର ସେକ୍ଟର)ର ଅଭିବୃଦ୍ଧି ହାର । 2019 ଡିସେମ୍ବରରେ ଶିଳ୍ପଗୁଡିକର ଉତ୍ପାଦନ 1.3 ପ୍ରତିଶତକୁ ବଢିଛି । କୋଇଲା, ଫର୍ଟିଲାଇଜର , ରିଫାଇନେରୀ ଉଦ୍ୟୋଗର ଭଲ ପ୍ରଦର୍ଶନ ଯୋଗୁଁ ଉତ୍ପାଦନ ବଡିଚି । ଫଳରେ ଧମେଇ ପଡିଥିବା ଶିଳ୍ପ ସବୁ ଟ୍ରାକରୁ ଫେରିଛନ୍ତି ।

ଏହା ପୂର୍ବରୁ ଲଗାତାର 4 ମାସ ଧରି କୋର ସେକ୍ଟର ଉତ୍ପାଦନ ହ୍ରାସ ପାଉଥିଲା । ହେଲେ ଡିସେମ୍ବରରେ ଏଥିରେ ଅଭିବୃଦ୍ଧି ହୋଇଛି । ତଥାପି 2018 ଡିସେମ୍ବର ତୁଳନାରେ 2.1 ପ୍ରତିଶ୍ରତ ବୃଦ୍ଧି ତୁଳନାରେ କମ ରହିଛି ।

ଡିସେମ୍ବରରେ କୋଇଲା, ପେଟ୍ରୋଲିୟମ ରିଫାଇନାରୀ ଉତ୍ପାଦ ଓ ଫର୍ଟିଲାଇଜର ଉଦ୍ୟୋଗର ଉତ୍ପାଦନ ବଡିଛି । କିନ୍ତୁ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଓ ବିଜୁଳି ଉତ୍ପାଦନ ନକାରାତ୍ମକ ରହିଛି । 2019 ଡିସେମ୍ବରରେ ଇସ୍ପାତ ଓ ସିମେଣ୍ଟ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ହୋଇ କ୍ରମଶଃ 1.9 ପ୍ରତିସତ ଓ 5.5 ପ୍ରତିଶତ ରହିଛି ।

ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଡିସେମ୍ବର ମଧ୍ୟରେ ପ୍ରମୁଖ ଉଦ୍ୟୋଗର ବୃଦ୍ଧି ଦର 0.2 ପ୍ରତିଶତ ରହିଛି ।ଯାହାକୁ 1 ବର୍ଷ ପୂର୍ବରୁ ଏହି ଅବଧିରେ 4.8 ପ୍ରତିଶତ ଥିଲା ।

(ପିଟିଆଇ)

Intro:Body:

testing 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.