ETV Bharat / business

ଭାରତରେ ନିବେଶ ପାଇଁ ଆମେରିକା ନିବେଶକଙ୍କୁ FMଙ୍କ ଆହ୍ବାନ

author img

By

Published : Jun 25, 2021, 4:45 PM IST

କାରବାର ପାଇଁ ଭାରତ ଅନୁକୂଳ ସ୍ଥାନ ତିଆରି କରିଛି । ଏଥିସହ ଦେଶରେ ହୋଇଥିବା ନିବେଶ ଉପଯୋଗୀ ପଦକ୍ଷେପକୁ ବୟାନ କରି ଆମେରିକା ନିବେଶକଙ୍କୁ ନିମନ୍ତ୍ରଣ କଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ..

Continuous reforms makes India great place to do business: FM to US investors
ଭାରତରେ ନିବେଶ ପାଇଁ ଆମେରିକା ନିବେଶକଙ୍କୁ ଅର୍ଥମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ବିଦେଶୀ ନିବେଶ ଆକୃଷ୍ଠ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆହ୍ବାନ । ନିରନ୍ତର ସୁଧାର ଓ ପଦକ୍ଷେପ ଦ୍ବାରା ଭାରତ କାରବାର ପାଇଁ ଚମତ୍କାର ସ୍ଥାନ ତିଆରି କରିଛି । ଏ ନେଇ ବୈଶ୍ବିକ ନିବେଶକଙ୍କୁ ଦୃଢୋକ୍ତି ଦେଇ ସୀତାରମଣ କହିଛନ୍ତି କି ନିକଟରେ କରାଯାଇଥିବା ଏଫଡିଆଇ ସୁଧାର, ଘରୋଇକରଣ ନୀତି ଓ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନାର ଲାଭ ଉଠାନ୍ତୁ ।

ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ (USISPF) ପକ୍ଷରୁ ଆୟୋଜିତ ବୈଶ୍ବିକ ନିବେଶକ ଗୋଲ ଟେବୁଲ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିଜ ମତ ଉପସ୍ଥାପନ କରିଛନ୍ତି କି, ରାଜକୋଶ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଉ ଏଥିରେ ଆହୁରୀ ସୁଧାର ହେବା ଆଶା ବି ରହିଛି । ଏଥିସହ ଦେଶର ଅର୍ଥବ୍ୟବସ୍ଥାର ଆଧାର ମଜବୁତ ରହିଛି ।

ପ୍ରକାଶ ଯେ, ଆର୍ଥିକ ବର୍ଷ 2020-21 ପାଇଁ ଆର୍ଥିକ ନିଅଣ୍ଟ ସଂଶୋଧିତ ବଜେଟ ଅନୁମାନରେ ଅର୍ଥମନ୍ତ୍ରାଳୟର 9.5 ପ୍ରତିଶତ ଠାରୁ କମ । ମୋଟ ଘରୋଇ ଉତ୍ପାଦ ( ଜିଡିପି)ର 9.3 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.