ETV Bharat / business

ଆରବିଆଇକୁ CIC ର କାରଣ ଦର୍ଶାଅ ନୋଟିସ

ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା ଆୟୋଗ(CIC)ର କାରଣ ଦର୍ଶାଅ ନୋଟିସ । ଏଚଡିଏଫସି  ବ୍ୟାଙ୍କର ନିରୀକ୍ଷଣ ରିପୋର୍ଟ ପ୍ରଘଟ ସହ ଜଡିତ ମାମଲାରେ କେନ୍ଦ୍ରୀୟ ସୂଚନା ଆୟୋଗ ନିକଟରେ କାହିଁକି ଉପସ୍ଥିତ ନଥିଲେ ? ଏ ନେଇ ଜବାବ ମାଗିଛି CIC ।

author img

By

Published : Dec 5, 2019, 6:29 PM IST

CIC issues show-cause notice to RBI for casual approach to its notice
ଆରବିଆଇକୁ CIC ର କାରଣ ଦର୍ଶାଓ ନୋଟିସ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା ଆୟୋଗ(CIC)ର କାରଣ ଦର୍ଶାଅ ନୋଟିସ । ଏଚଡିଏଫସି ବ୍ୟାଙ୍କର ନିରୀକ୍ଷଣ ରିପୋର୍ଟ ପ୍ରଘଟ ସହ ଜଡିତ ମାମଲାରେ କେନ୍ଦ୍ରୀୟ ସୂଚନା ଆୟୋଗ ନିକଟରେ କାହିଁକି ଉପସ୍ଥିତ ନଥିଲେ ? ଏ ନେଇ ଜବାବ ମାଗିଛି CIC ।

ଆରବିଆଇର ବ୍ୟାଙ୍କିଙ୍ଗ ପର୍ଯ୍ୟବେକ୍ଷଣ ବିଭାଗର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀଙ୍କୁ ଟ୍ରାନ୍ସପ୍ରେନ୍ସୀ ପ୍ରହରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାମଲା ଚାଲିଥିବା ବେଳେ ତାଙ୍କର ଅନୁପସ୍ଥିତି ପାଇଁ କଣ ଦଣ୍ଡ ରହିବା ଦରକାର ? ସେ ନେଇ ଉତ୍ତର ଦିଅନ୍ତୁ..

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.