ETV Bharat / business

ଆସନ୍ତା 14ରୁ ପ୍ରାକ୍ ବଜେଟ ପ୍ରସ୍ତୁତି

2020-21 ଆର୍ଥିକ ବର୍ଷ ପାଇଁ ଆସନ୍ତା 14ରୁ ଆରମ୍ଭ ହେବ ପ୍ରାକ୍ ବଜେଟ ପ୍ରସ୍ତୁତି । ଏ ନେଇ ଅର୍ଥମନ୍ତ୍ରାଣଳୟ ଅର୍ଥନୈତିରକ ବ୍ୟାପର ଅଧିନସ୍ଥ ବଜେଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 7, 2019, 6:35 PM IST

ନୂଆଦିଲ୍ଲୀ: 2020-21ଆର୍ଥିକ ବର୍ଷ ପାଇଁ ଆସନ୍ତା 14ରୁ ଆରମ୍ଭ ହେବ ପ୍ରାକ୍ ବଜେଟ ପ୍ରସ୍ତୁତି । ମାନ୍ଦା ଅର୍ଥନୀତି ଓ ହ୍ରାସ ପାଉଥିବା ରାଜସ୍ବ ଆଦାୟ ଆଦି ଦିଗ ଉପରେ ବିଚାର କରି ବଜେଟ ଆୟବ୍ୟୟ ଅଟକଳ ନିର୍ଦ୍ଧାରିତ ହେବ ।

ଆସନ୍ତା ବର୍ଷ ଫେବୃଆରୀ ପହିଲାରେ ଉପସ୍ଥାପନ ହେବ 2020-21 ବଜେଟ । ଏ ନେଇ 14ରୁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରାଣଳୟ ଅର୍ଥନୈତିରକ ବ୍ୟାପର ଅଧିନସ୍ଥ ବଜେଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସମସ୍ତ ବିଭାଗର ସଚିବ ଓ ଆର୍ଥିକ ଉପଦେଷ୍ଟାଙ୍କ ସହ ବ୍ୟୟସଚିବଙ୍କ ଆଲୋଚନା ପରେ ବଜେଟ ଅଟକଳ କରାଯିବ ।

ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏହା ହେବ ଦ୍ବିତୀୟ ବଜେଟ । ଯାହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.