ETV Bharat / business

ବଜେଟ 2020: ବଦଳିବ କରଢାଞ୍ଚା, ପରାମର୍ଶ ଲୋଡିଲା ଅର୍ଥମନ୍ତ୍ରାଣଳୟ

author img

By

Published : Nov 14, 2019, 3:53 AM IST

ଆସନ୍ତା ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରଥମ ଥର ପାଇଁ ଅର୍ଥ ମନ୍ତ୍ରାଣଳୟ ପକ୍ଷରୁ କରରେ ପରିବର୍ତ୍ତନ ପାଇଁ ଉଦୌଗ ଓ ବ୍ୟାପର ସଂଘଠାରୁ ପରାମର୍ଶ ଲୋଡାଯାଇଛି ।

ବଜେଟ 2020

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳ ପାଇଁ ପ୍ରସ୍ତୁତ ହେଉଛି ରୂପରେଖ । ତେବେ ଏହି ବଜେଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ କରରେ ପରିବର୍ତ୍ତନ ପାଇଁ ଉଦୌଗ ଓ ବ୍ୟାପର ସଂଘକୁ ପରାମର୍ଶ ଲୋଡିଛି ଅର୍ଥ ମନ୍ତ୍ରାଣଳୟ ।

ଏହା ପ୍ରଥମଥର , ଯେତେବେଳେ କି ଅର୍ଥ ମନ୍ତ୍ରାଣଳୟର ରାଜସ୍ବ ବିଭାଗ ଏଭଳି ସର୍କୁଲାର ଜାରି କରି ବ୍ୟକ୍ତିଗତ ଲୋକ ଓ କମ୍ପାନୀଙ୍କ ପାଇଁ ଆୟକର ଦରରେ ପରିବର୍ତ୍ତନ ସହ ଉତ୍ପାଦ ଓ ସୀମା ଶୁଳ୍କରେ ସଂସ୍କାର ପାଇଁ ପରାମର୍ଶ ମାଗୁଛି । ପ୍ରକାଶ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ବର୍ଷ ଫେବୃଆରୀ ପହିଲାରେ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ଏଥିପାଇଁ ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଓ ଅଂଶଧାରକଙ୍କ ସହ ବଜେଟ ପୂର୍ବରୁ ବିଚାର ବିମର୍ଶ କରାଯାଉଛି ।

ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟାଳୟ ପ୍ରଥମ ବଜେଟ ଆଗତ କରିଥିଲେ । ଏହାକୁ ସଂସଦରେ ମଞ୍ଜୁରୀ ମିଳିବାର ମାସେ ଭିତରେ ଅର୍ଥବ୍ୟବସ୍ଥା ଧୀମେଇଯିବା ଦେଶକୁ ଚିନ୍ତାରେ ପକାଇଦେଇଛି । ଏଥିପାଇଁ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବା ପାଇଁ ଅର୍ଥମନ୍ତ୍ରୀ ବହୁ ଅତିରିକ୍ତ ଯୋଜନାର ଘୋଷଣା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.