ETV Bharat / business

ବଜେଟ ପରେ ଶିଳ୍ପଜଗତକୁ ଭେଟି କଣ କହିଲେ ଅର୍ଥମନ୍ତ୍ରୀ ? - ବଜେଟ ବିଚାର

କୃଷି, ଗ୍ରାମୀଣ ବିକାଶ, ଷ୍ଟାର୍ଟଅପ, ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇ ବ୍ୟୟବରାଦ କରାଯାଇଛି । କହିବାକୁ ଗଲେ ସରକାର ପୂର୍ବ ଧୀମା ଅର୍ଥବ୍ୟବସ୍ଥାର ଅନୁଭବକୁ ଏଥର ବଜେଟରେ ସାମିଲ କରିଛନ୍ତି । ଅଧିକ ପଢନ୍ତୁ...

Budget 2020 provides 'discreet and considered' stimulus: FM
ବଜେଟ ପରେ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଏଭଳି କହିଲେ ଅର୍ଥମନ୍ତ୍ରୀ
author img

By

Published : Feb 7, 2020, 8:04 PM IST

ମୁମ୍ବାଇ: ବଜେଟ ପରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ଉଦ୍ୟୋଗ ପ୍ରତିନିଧିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ । ଏଠାରେ ସେ ବଜେଟରେ ହେଇଥିବା ଘୋଷଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଧୀମା ଅର୍ଥବ୍ୟବସ୍ଥାର ସମସ୍ତ ଅନୁଭବକୁ ବଜେଟରେ ସାମିଲ କରାଯାଇଛି । ଆଉ ସେସବୁ ପ୍ରସଙ୍ଗକୁ ପ୍ରୋତ୍ସାହନ ଦେବା ଜରୁରୀ ଥିଲା ବୋଲି ଏଠାରେ ଅର୍ଥମନ୍ତ୍ରୀ ଜଣାଇଛନ୍ତି ।

ପ୍ରକାଶ ଯେ, ଏଥର ବଜେଟକୁ ନେଇ ବହୁ ସେକ୍ଟର ନିରାଶ ଦର୍ଶାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଅଭିବୃଦ୍ଧି ଦର 10 ବର୍ଷ ତଳକୁ ଖସିଥିବା ବେଳେ ଏଭଳି ଘୋଷଣା ଏତେଟା ସହାୟକ ହେବ ନାହିଁ । ଅର୍ଥନୀତିର ବିକାଶ ପାଇଁ ଆହୁରୀ ବଡ ପ୍ରୋତ୍ସାହନର ଆଶା ରହିଥିଲା ।

ଏପଟେ ଏ ନେଇ ସୀତାରମଣ ଯୁକ୍ତି ବାଢିଛନ୍ତି ଯେ, ଗତ ବର୍ଷର ଅନୁଭବ ଆଧାରରେ ଭାବନା, ଚିନ୍ତାକୁ ପ୍ରୋତ୍ସାହନ ପାଇଁ ସୁନିଶ୍ଚିତ କରିଛୁ । ଆମେ ବୃହତ୍ତ ଆର୍ଥିକ ଭିତ୍ତିଭୂମିକୁ ଧ୍ୟାନରେ ରଖି ଉପଭୋଗ ବଢାଇବାକୁ ଗୁରୁତ୍ବ ଦେଇଛୁ । ଏଥିସହ ନିବେଶ ସୁନିଶ୍ଚିତ କରିବାକୁ ଆବଶ୍ୟକୀୟ ପ୍ରୋତ୍ସାହନ, ଯାହା ଆଜିକା ସମୟରେ ନିହାତି ଉପଲବ୍ଧ କରାଯିବ ।

ଏହି ଅବସରରେ ଅର୍ଥମନ୍ତ୍ରୀଙ୍କ ସହ ବିଭାଗୀୟ ମନ୍ତ୍ରାଣଳୟର ସମସ୍ତ ସଚିବ ମଧ୍ୟ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.