ETV Bharat / business

ଲକଡାଉନ-2: ଜାରି ରହିବ ଆର୍ଥିକ ସେବା - ବ୍ୟାଙ୍କ ଖୋଲିବ

ଲକଡାଉନ 2 ଅବଧି ମେ 3 କୁ ବୃଦ୍ଧି ସହ ନୂଆ ଦିଶାନିର୍ଦ୍ଦେଶ ଜାରି କଲେ ସରକାର । ବ୍ୟାଙ୍କ ଓ ବୀମା କମ୍ପାନୀ ଖୋଲିବା ସହ ସମସ୍ତ ଆର୍ଥିକ ସଂସ୍ଥାରେ କାମ ଚାଲିବ । ଅଧିକ ପଢନ୍ତୁ..

banking insurance operations to continue during extended lockdown govt
ଲକଡାଉନ-2: ଜାରି ରହିବ ଆର୍ଥିକ ସେବା
author img

By

Published : Apr 16, 2020, 9:25 AM IST

ନୂଆଦିଲ୍ଲୀ: ଲକଡାଉନ ଅବଧି ବୃଦ୍ଧି ସହ ସରକାର ଜାରି କଲେ ନୂଆ ଦିଶା ନିର୍ଦ୍ଦେଶ । ଦେଶବ୍ୟାପି ତାଲା ବନ୍ଦ ମଧ୍ୟରେ ବି ବ୍ୟାଙ୍କ ଓ ବୀମା ଭଳି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ସେବା ସହ ଜଡିତ ୟୁନିଟ କାର୍ଯ୍ୟ କରିବ ।

ଗୃହ ମନ୍ତ୍ରାଣଳୟ ନୂଆ ଦିଶା ନିର୍ଦ୍ଦେଶରେ କହିଛି ଯେ, ‘‘ଉଦ୍ୟୋଗ ଜଗତକୁ ପର୍ଯ୍ୟାପ୍ତ ନଗଦ ତତା ଋଣ ସହାୟତା ଯୋଗାଇବା ପାଇଁ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ଏଟିଏମ, ବୀମା କମ୍ପାନୀ ତଥା ସେବି ଦ୍ବାରା ଅଧିସୂଚୀତ ପୁଞ୍ଜି ବଣ୍ଡ ବଜାର ଖୋଲା ରହିବ ।

ବ୍ୟାଙ୍କିଙ୍ଗ ପରିଚାଳନା ସହଯୋଗ କରୁଥିବା ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ସେବା ପ୍ରଦାନକାରୀ, ବ୍ୟାଙ୍କିଙ୍ଗ ପ୍ରତିନିଧି ଓ ଏଟିଏମ ପରିଚାଳନା ତଥା ନଗଦ ବ୍ୟବସ୍ଥା ସମ୍ଭାଳୁଥିବା କମ୍ପାନୀ ମଧ୍ୟ କାମ ଜାରି ରଖିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.