ETV Bharat / business

ଆର୍ଥିକ ପ୍ୟାକେଜ: ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ 5 ହଜାର କୋଟି

author img

By

Published : May 14, 2020, 8:29 PM IST

ରାସ୍ତାକଡ ଦୋକାନୀ (ଷ୍ଟ୍ରିଟ ଭେଣ୍ଡର) ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସୁଲଭ ଋଣ ସହାୟତା ଘୋଷଣା । ୫ ହଜାର କୋଟିର ସ୍କିମ ଘୋଷଣା କଲେ ସୀତାରମଣ ।

AtmanirbharBharat Package: Relief for street vendors
ରାସ୍ତାକଡ ଦୋକାନୀଙ୍କ ପାଇଁ 5 ହଜାର କୋଟି

ନୂଆଦିଲ୍ଲୀ: ରାସ୍ତାକଡ ଦୋକାନୀଙ୍କ ପାଇଁ 5 ହଜାର କୋଟିର ସ୍ବତନ୍ତ୍ର ଋଣ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ଅନୁଯାୟୀ ପ୍ରତି ବ୍ୟକ୍ତି ପିଛା 10 ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ କ୍ୟାପିଟାଲ ସୁବିଧା ମିଳିବ ।

ଏନେଇ କୁହାଯାଇଛି କି, ଯେଉଁ ରାସ୍ତାକଡ ଦୋକାନୀ ଡିଜିଟାଲ ପେମେଣ୍ଟ କରିବ ସେମାନଙ୍କୁ ପୁରସ୍କାର ଦେଇ ପ୍ରୋତ୍ସାହିତ କରାଯିବ । ଡିଜିଟାଲ ପେମେଣ୍ଟ ଉପରେ ଆଉ ଏକ ଲାଭ ଯେ, କି ଆଗାମୀ ଦିନରକେ ସେମାନଙ୍କ କାମକୁ ବଢାଇବା ପାଇଁ ଅତିରିକ୍ତ ଧନ ଉପଲବ୍ଧ କରାଯାଇପାରିବ । ଏହା ଦ୍ବାରା ପ୍ରାୟ 50 ଲକ୍ଷ ଉଠାଦୋକାନୀ ଉପକୃତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.