ETV Bharat / business

ଟ୍ବିଟରରେ ଟ୍ରେଣ୍ଡ କରୁଛି ଅନୀଲ ଅମ୍ବାନୀ ଓ ଚୀନ କନେକସନ୍

author img

By

Published : Jun 20, 2020, 5:40 PM IST

ଚୀନ ବିରୋଧରେ ତାତିଲେଣି ଭାରତୀୟ । ଏବେ ଚୀନକୁ କ୍ଷତି ପହଞ୍ଚାଇଲା ଭଳି ଯାହା ବି ଖବର ଆସୁଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏଇ ଯେମିତି ଚୀନ ବ୍ୟାଙ୍କ ଓ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଥିବା କନେକ୍ସନ ନେଇ ଟ୍ବିଟରରେ ଟ୍ରେଣ୍ଡ ଚାଲିଛି । ଅଧିକ ପଢନ୍ତୁ...

anil ambani
anil ambani

ନୂଆଦିଲ୍ଲୀ: ସୀମାରେ ହିଂସାତ୍ମକ ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହେବା ପରେ ଦେଶରେ ଚୀନ ବିରୋଧ ସ୍ବର ଜୋର ଧରିଛି । ଚୀନ ଉତ୍ପାଦ ବଏକଟ ନେଇ ଚାଲିଛି ଜୋରଦାର ଅଭିଯାନ । ଏଥିମଧ୍ୟରେ ଅନୀଲ ଅମ୍ବାନୀ ଓ ଚୀନର କନେକ୍ସନ ନେଇ ଟ୍ବିଟରରେ ଟ୍ରେଣ୍ଡ ଚାଲିଛି ।

anil ambani
ଅନୀଲ ଅମ୍ବାନୀ ଗୋଟିଏ ପାଦ ଆଗରେ

କେବେ ବିଶ୍ବର ବିଲିୟନାରୀଙ୍କ ଲିଷ୍ଟରେ ରହିଥିବା ଅନୀଲ ଅମ୍ବାନୀ ଏବେ ଦେବାଳିଆ । ତାଙ୍କର ମୋଟ ମୂଳ ସମ୍ପତ୍ତି ଶୂନ । ଚଳିତ ବର୍ଷ ଲଣ୍ଡନର ଏକ କୋର୍ଟରେ ଶୁଣାଣୀ ସମୟରେ ସେ କହିଥିଲେ କି ‘‘ପୂର୍ବରୁ ମୁଁ ବହୁତ ଧନୀ ଥିଲି , ହେଲେ ଏବେ ମୁଁ ଗରିବ । ଏଣୁ ଚୀନ ବ୍ୟାଙ୍କର 68 କୋଟି ଡଲାର (ପ୍ରାୟ 5000 କୋଟି ଟଙ୍କା) ପରିଶୋଧ କରିପାରିବି ନାହିଁ ।

anil ambani
ଅନୀଲ ଅମ୍ବାନୀ ସଚ୍ଚା ଇଣ୍ଡିଆନ

ପ୍ରକାଶ ଯେ, ଚୀନର 3 ବ୍ୟାଙ୍କ ଅନୀଲ ଅମ୍ବାନୀଙ୍କ ଠାରୁ ୬୮ କୋଟି ଡଲାର କୋଟି ଅର୍ଥ ଆଦାୟ ପାଇଁ ଲଣ୍ଡନ କୋର୍ଟରେ ମାମଲା ରୁଜୁ କରିଥିଲେ । ଆଉ ଏହାକୁ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ଅନୀଲ । ଆଉ ଏ ନେଇ ଟ୍ବିଟର୍ସରେ ୟୁଜର୍ସ କରୁଛନ୍ତି ଭଳିକି ଭଳି ପୋଷ୍ଟ , ତା ସହ ଇଣ୍ଟରେଷ୍ଟିଂ ମେମୋ..

anil ambani
ଡିଫଲ୍ଟର ହେବାର ଅଛି ତ ଅନୀଲ ଅମ୍ବାନୀ ଭଳି ହୁଅ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.