ETV Bharat / business

ଆର୍ଥିକ ଅନିୟମତା: ବ୍ୟାଙ୍କରୁ ଟଙ୍କା ଉଠାଣରେ ଲଗାମ କଷିଲା ଆରବିଆଇ - ଶ୍ରୀ ଗୁରୁ ରାଘବେନ୍ଦ୍ର ବ୍ୟାଙ୍କରୁ ଟଙ୍କା ଉଠାଣରେ ଲାଗିଲା କଟକଣା

ପିଏମସି ପରେ ବେଙ୍ଗାଲୁରୁର ଶ୍ରୀ ଗୁରୁ ରାଘବେନ୍ଦ୍ର କୋ ଅପରେଟିଭ ବ୍ୟାଙ୍କରୁ ଟଙ୍କା ଉଠାଣରେ କଟକଣା ଲଗାଇଛି ଆରବିଆଇ। ଏବେ ବ୍ୟାଙ୍କରୁ ମାତ୍ର 35 ହଜାର ଟଙ୍କା ଉଠାଇ ପାରିବେ ଜମାକର୍ତ୍ତା।

after pmc bengalurus co operative bank comes under rbi curbs
ବ୍ୟାଙ୍କରୁ ଟଙ୍କା ଉଠାଣରେ ଲଗାମ କଷିଲା ଆରବିଆଇ
author img

By

Published : Jan 14, 2020, 3:27 PM IST

ବେଙ୍ଗାଲୁରୁ: ପିଏମସି ପରେ ବେଙ୍ଗାଲୁରୁର ଶ୍ରୀ ଗୁରୁ ରାଘବେନ୍ଦ୍ର କୋ ଅପରେଟିଭ ବ୍ୟାଙ୍କରୁ ଟଙ୍କା ଉଠାଣରେ କଟକଣା ଲଗାଇଛି ଆରବିଆଇ। ଏବେ ଏହି ବ୍ୟାଙ୍କରୁ ମାତ୍ର 35 ହଜାର ଟଙ୍କା ଉଠାଯାଇ ପାରିବ। ଏହାସହ ବ୍ୟାଙ୍କରୁ କୌଣସି ପ୍ରକାର ଋଣ ମିଳିପାରିବ ନାହିଁ।

ଆରବିଆଇ ଦ୍ବାରା ବ୍ୟାଙ୍କରୁ ଟଙ୍କା ଉଠାଣ Capping ଖବର ପ୍ରଚାର ହେବା କ୍ଷଣି ବ୍ୟାଙ୍କ ବାହାରେ ଜମାକର୍ତ୍ତାଙ୍କ ଭିଡ ଜମିଯାଇଛି। ବୃଦ୍ଧ ଓ ମହିଳା ଟଙ୍କା ଉଠାଣ ପାଇଁ ଲମ୍ବା ଲାଇନ ଲଗାଇ ଦେଇଛନ୍ତି। ହେଲେ ଆରବିଆଇ ଟଙ୍କା ଉଠାଣ ସୀମା ଲାଗୁ ପରେ ଜମାକର୍ତ୍ତାଙ୍କ ଚିନ୍ତା ବଢିଯାଇଛି।

after pmc bengalurus co operative bank comes under rbi curbs
ଆର୍ଥିକ ଅନିୟମତା: ବ୍ୟାଙ୍କରୁ ଟଙ୍କା ଉଠାଣରେ ଲଗାମ କଷିଲା ଆରବିଆଇ

ଶ୍ରୀ ଗୁରୁ ରାଘବେନ୍ଦ୍ର ସହକାରୀ ବ୍ୟାଙ୍କରେ ଆର୍ଥିକ ଅନିୟମତା ନେଇ ଖବର ପାଇବା ପରେ ଟଙ୍କା ଉଠାଣ ସୀମାରେ ଲଗାମ କଷିଛି ଆରବିଆଇ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.