ETV Bharat / business

ଜୁନରେ 5ଜି ସ୍ପେକ୍ଟ୍ରମ ନିଲାମ, ଏଜେନ୍ସିଙ୍କୁ ବିଡ ଆହ୍ବାନ - 5ଜି ସ୍ପେକ୍ଟ୍ରମ

ନିଲାମ ହେବ 4.98 ଲକ୍ଷ କୋଟି ଟଙ୍କାର 8,526 ମେଗାହର୍ଜ ସ୍ପେକ୍ଟ୍ରମ। ଏନେଇ ଟେଲିକମ ବିଭାଗ ପକ୍ଷରୁ ଏଜେନ୍ସି ଗୁଡିକୁ ବିଡ ପାଇଁ ଆମନ୍ତ୍ରିତ କରାଯାଇଛି।

5g spectrum bids invited from agencies to hold auction
ଜୁନରେ 5ଜି ସ୍ପେକ୍ଟ୍ରମ ନିଲାମ , ଏଜେନ୍ସିଙ୍କୁ ବିଡ ଆହ୍ବାନ
author img

By

Published : Dec 14, 2019, 3:34 PM IST

ନୂଆଦିଲ୍ଲୀ: ନିଲାମ ହେବ 4.98 ଲକ୍ଷ କୋଟି ଟଙ୍କାର 8,526 ମେଗାହର୍ଜ ସ୍ପେକ୍ଟ୍ରମ । ଏନେଇ ଟେଲିକମ ବିଭାଗ ପକ୍ଷରୁ ଏଜେନ୍ସି ଗୁଡିକୁ ବିଡ ପାଇଁ ଆମନ୍ତ୍ରିତ କରାଯାଇଛି । ଏଥିମଧ୍ୟରୁ କିଛି ସ୍ପେକ୍ଟ୍ରମ 5ଜି ସେବା ପାଇଁ ଉପଯୁକ୍ତ ମନାଯାଉଛି। ଆସନ୍ତା ବର୍ଷ ଜୁନ-ଜୁଲାଇରେ ଏହାର ନିଲାମ ହେବ।

ବିଭାଗ ପ୍ରକାଶ କରିଥିବା ପ୍ରସ୍ତାବ ଅନୁସାରେ , ଏନେଇ ଆଗ୍ରହୀ କମ୍ପାନୀ ଆସନ୍ତା ଜାନୁଆରୀ 13 ସୁଦ୍ଧା ସେମାନଙ୍କ ବିଡ ଦାଖଲ କରିପାରିବେ। ଏଥିପାଇଁ ଜାନୁଆରୀ 24 ତାରିଖରେ ଆର୍ଥିକ ବିଡ ଖୋଲାଯିବ। ଅନଲାଇନରେ ମଧ୍ୟ ବିଡ ପ୍ରକ୍ରିୟା ହୋଇପାରିବ। ନିଲାମ କରୁଥିବା କମ୍ପାନୀଙ୍କ ଅନୁବନ୍ଧ 3 ଜମା ଗୋଟିଏ ବର୍ଷରେ କରିବାକୁ ହେବ। ସାମାନ୍ୟ କାର୍ଯ୍ୟକାଳ 3 ବର୍ଷରେ ହେବ ଏଥିରେ ଆପୋଷ ସହମତିରେ ବର୍ଷେ ଭିତରେ ବିସ୍ତାର ପ୍ରବନ୍ଧନ ରହିଛି।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ମନୋନୀତ ଏଜେନ୍ସିଙ୍କ ବିଡ ପ୍ରକ୍ରିୟାକୁ ବୁଝିବା ଲାଗୁ ମାସେ ସମୟ ଦିଆଯିବ । ଏହା ପରେ 2020 ଜୁନ-ଜୁଲାଇରେ ସ୍ପେକ୍ଟ୍ରମ ନିଲାମ ଆୟୋଜନ ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.