ETV Bharat / business

କେନ୍ଦ୍ର କ୍ୟାବିନେଟ ବୈଠକ: ପଢନ୍ତୁ, 3 ବଡ ଆର୍ଥିକ ନିଷ୍ପତ୍ତି - ବ୍ୟାଙ୍କ ମିଶ୍ରଣ

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଛି । ଏହି ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରି ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ ସୂଚନା ଦେଇଛନ୍ତି ।

3 big financial decision taken in Cabinet meeting
କେନ୍ଦ୍ର କ୍ୟାବିନେଟ ବୈଠକ: ପଢନ୍ତୁ 3 ବଡ ଆର୍ଥିକ ନିଷ୍ପତ୍ତି
author img

By

Published : Mar 4, 2020, 6:44 PM IST

Updated : Mar 4, 2020, 6:51 PM IST

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଛି । ଏହି ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରି ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ ସୂଚନା ଦେଇଛନ୍ତି ।

କେନ୍ଦ୍ର କ୍ୟାବିନେଟର ମୁଖ୍ୟାଂଶ

ସାର୍ବଜନୀନ କ୍ଷେତ୍ରର 10 ବ୍ୟାଙ୍କ ମିଶ୍ରଣକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । 2020 ଏପ୍ରିଲ ପହିଲାରୁ ଏହି 10 ବ୍ୟାଙ୍କକୁ 4 ବ୍ୟାଙ୍କରେ ପରିଣତ କରାଯିବ ।

ସେହିପରି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏଫଡିଆଇ ନୀତିକୁ ମଞ୍ଜୁରୀ ସହ ଏୟାର ଇଣ୍ଡିଆରେ 100 ପ୍ରତିଶତ ଏଫଡିଆଇ ପାଇଁ ଗ୍ରୀନ ସିଗନାଲ ଦେଇଛି ।

କମ୍ପାନୀ ଆଇନରେ 72ଟି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏଥିସହ 65ଟି ଆଇନକୁ ସଂଶୋଧନ ପାଇଁ ଦର୍ଶାଇଛି । 50 ଲକ୍ଷ ଟଙ୍କା ବା ତାଠାରୁ କମ ଖର୍ଚ୍ଚ କରୁଥିବା କମ୍ପାନୀ ପାଖରେ ସିଏସଆର ସମିତି ନାହିଁ ।

Last Updated : Mar 4, 2020, 6:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.