ETV Bharat / business

ବିଶ୍ବ ୟୁନିକର୍ଣ୍ଣ ଷ୍ଟାର୍ଟଅପ ଲିଷ୍ଟରେ 4ର୍ଥ ସ୍ଥାନରେ ଭାରତ

ହୁରୁନର ବୈଶ୍ବିକ ୟୁନିକର୍ଣ୍ଣ ଲିଷ୍ଟରେ 21 ଭାରତୀୟ ୟୁନିକର୍ଣ୍ଣ କମ୍ପାନୀର ମୋଟ ଭେଲ୍ୟୁ ବା ମୂଲ୍ୟାଙ୍କନ 73.2 ଅରବ ଡଲାର ରହିଛି । ଆମେରିକା, ଚୀନ ଓ ବ୍ରିଟେନ ପରେ ଭାରତ ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ରହିଛି । ଅଧିକ ପଢନ୍ତୁ..

21 ଭାରତୀୟ  ୟୁନିକର୍ଣ୍ଣ ଷ୍ଟାର୍ଟଅପ ଭେଲ୍ୟୁ 1 ବିଲିୟନ ଡଲାରରୁ ଅଧିକ

author img

By

Published : Aug 4, 2020, 9:06 PM IST

ନୂଆଦିଲ୍ଲୀ: ଭାରତରେ ୟୁନିକର୍ଣ୍ଣ (Unicorn) ସ୍ତରର ଷ୍ଟାର୍ଟଅପ ସଂଖ୍ୟା ପ୍ରାୟ 21 ରହିଛି । ଏକ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଷ୍ଟାର୍ଟଅପ ସଂଖ୍ୟା ପଡୋଶୀ ଚୀନର ଏକ ଦଶମାଂଶ ସହିତ ସମାନ । ଭାରତୀୟ ନିବେଶକଙ୍କ 40 ରୁ ଅଧିକ କମ୍ପାନୀ ବିଦେଶରେ ପ୍ରତିଷ୍ଠିତ ।

ହୁରୁନର ବୈଶ୍ବିକ ୟୁନିକର୍ଣ୍ଣ ଲିଷ୍ଟରେ 21 ଭାରତୀୟ ୟୁନିକର୍ଣ୍ଣ କମ୍ପାନୀର ମୋଟ ଭେଲ୍ୟୁ ବା ମୂଲ୍ୟାଙ୍କନ 73.2 ଅରବ ଡଲାର ରହିଛି । ଆମେରିକା, ଚୀନ ଓ ବ୍ରିଟେନ ପରେ ଭାରତ ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ରହିଛି ।

ୟୁନିକର୍ଣ୍ଣ ଏଭଳି ଷ୍ଟାର୍ଟଅପ କମ୍ପାନୀଙ୍କୁ କୁହାଯାଏ , ଯାହାର ଭେଲ୍ୟୁ 1 ଅରବ ଡଲାର ବା ତା ଠାରୁ ଅଧିକ ହୋଇଥାଏ । ହୁରୁନର ରିପୋର୍ଟ ଅନୁସାରେ ଚୀନରେ ୟୁନିକର୍ନ ସଂଖ୍ଯା 227 ରହିଛି ।

ଏହି ପରିପ୍ରେକ୍ଷୀରେ, ଭାରତରେ ୟୁନିକର୍ଣ୍ଣ ଷ୍ଟାର୍ଟଅପ ସଂଖ୍ୟା ଚୀନର ଦଶମାଂଶ ସହିତ ସମାନ । କେବଳ ଏତିକି ନୁହେଁ, ଭାରତ ସହିତ ଜମି ସୀମା ବାଣ୍ଟୁଥିବା ଦେଶମାନଙ୍କରୁ ଆସୁଥିବା ନିବେଶକୁ ବିଭିନ୍ନ ସୀମା ମଧ୍ୟରେ ଆଣିବା ଖବର ମଧ୍ୟରେ ଏହା ଉଲ୍ଲେଖନୀୟ କି, ଘରୋଇ 21 ଟି ୟୁନିକର୍ଣ୍ଣ ମଧ୍ୟରୁ 11ଟିରେ ଚୀନର 3 ନିବେଶକଙ୍କ ଏକ ବଡ଼ ଅଂଶ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.