ETV Bharat / briefs

'ଫନି' କ୍ଷୟକ୍ଷତିର ଆକଳନ କଲେ ବିଶ୍ବ ବ୍ୟାଙ୍କ ଟିମ୍ - fani cyclone

ଫନି କ୍ଷୟକ୍ଷତି ଆକଳନ କରିବାକୁ ପୁରୀ ସହରରେ ପହଞ୍ଚିଲେ ବିଶ୍ବ ବ୍ୟାଙ୍କ୍ ଟିମ୍ । ପୁରୀ ସର୍କିଟ ହାଉସରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କଲେ ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 26, 2019, 10:22 PM IST

ପୁରୀ: 'ଫନି' ପ୍ରଭାବରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି କ୍ଷୟକ୍ଷତିର ଆକଳନ ପାଇଁ ବିଶ୍ବ ବ୍ୟାଙ୍କର ଏକ ପ୍ରତିନିଧିମଣ୍ଡଳ ଆଜି ପୁରୀ ଜିଲ୍ଲା ଗସ୍ତରେ ଆସିଥିଲେ । ଏନେଇ ପୁରୀ ସର୍କିଟ ହାଉସରେ ଏକ ବୈଠକର ଆୟୋଜିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବାତ୍ୟା ପ୍ରଭାବରେ ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି । କିଭଳି ଭାବେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି , ସେ ସଂକ୍ରାନ୍ତରେ ସମସ୍ତ ତଥ୍ୟ ବିଶ୍ୱ ବ୍ୟାଙ୍କ ପ୍ରତିନିଧିଙ୍କୁ ଜଣାଇଛନ୍ତି ପୁରୀ ଜିଲ୍ଲାପାଳ । ପରେ ଏହି ଟିମ ପୁରୀ ସମେତ ସତ୍ୟବାଦୀ, ବ୍ରହ୍ମଗିରି, ନିମାପଡା ଆଦି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଉକ୍ତ ଟିମ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବା ପରେ ବିଶ୍ୱ ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, world bank team , avb, Puri,26.5.19

Anc,, ବାତ୍ୟା ଫନି ଯୋଗୁ ପୁରୀ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ତେବେ କ୍ଷୟ କ୍ଷତି ର ଆକଳନ ନେଇ ବିଶ୍ୱ ବ୍ୟାଙ୍କ ର ଏକ ପ୍ରତିନିଧି ମଣ୍ଡଳୀ ଆଜି ପୁରୀ ଆସି ପ୍ରଶାସନ ସହ ଆଲୋଚନା କରିଛନ୍ତି। ପୁରୀ ସର୍କିଟ ହାଉସ ଏହି ବୈଠକରେ ପୁରୀ ଜିଲାପାଳ ବଲବନ୍ତ ସିଂ ଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ସାମିଲ ହୋଇ ଥିଲେ। ବାତ୍ୟା ଦ୍ୱାରା କଣ ସବୁ କ୍ଷତି ହୋଇଛି ଓ କୀଭଳି ପୁନ ରୁଦ୍ଧାର କାର୍ଯ୍ୟ ଚାଲିଛି ତାହା ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଙ୍କୁ ଜଣାଇ ଛନ୍ତି ପୁରୀ ଜିଲାପାଳ। ପୁରୀ ପାଇଁ କଣ ସବୁ ଆବଶ୍ୟକତା ରହିଛି ସେ ନେଇ ଆଲୋଚନା ମଧ୍ୟ ହୋଇଛି। ପରେ ଏହି ଟିମ ପୁରୀ ସହର ସମେତ ସତ୍ୟବାଦୀ, ବ୍ରହ୍ମଗିରି, ନିମାପଡା ଆଦି ବାତ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଟିମ କ୍ଷୟ କ୍ଷତି ଆକଳନ କର ରିପୋର୍ଟ ପ୍ରସ୍ତୁତ କରିବ। ପରବର୍ତୀ ସମୟ ରେ ବିଶ୍ୱ ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରିବ।

ବାଇଟ, ବଲବନ୍ତ ସିଂ , ପୁରୀ ଜିଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.