ETV Bharat / briefs

ଠିକ ହେଲା ବ୍ରାହ୍ମଣୀ ସେତୁ, ସ୍ବାଭାବିକ ହେଲା ଗାଡି ଚଳାଚଳ - construction of Brahmani bridge

ରାଉରକେଲା ବ୍ରାହ୍ମଣୀ ସେତୁରେ ଦେଖାଦେଇଥିଲା 2ରୁ 3 ଫୁଟ ଫାଟ । ଫଳରେ ପୋଲିସ ସେତୁକୁ ଘଣ୍ଟାଘଣ୍ଟା ଧରି ବନ୍ଦ ରଖିଥିଲା । ଏନଏଚ୍‌ଏଆଇ ପକ୍ଷରୁ ସେତୁକୁ ଠିକ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 3, 2019, 10:50 AM IST

ରାଉରକେଲା: ଭଗ୍ନ ଅବସ୍ଥାରେ ରାଉରକେଲା ବ୍ରାହ୍ମଣୀ ସେତୁ । ମଙ୍ଗଳବାର ରାତିରେ ହଠାତ ସେତୁରେ ଦେଖାଦେଇଥିଲା 2ରୁ 3 ଫୁଟ ଫାଟ । ଏହା ନଜରକୁ ଆସିବା ପରେ ରାତି 12ଟା ପରଠୁ ଆରମ୍ଭ ହୋଇଥିଲା ମରାମତି କାର୍ଯ୍ୟ । ଫଳରେ ପୋଲିସ ସେତୁକୁ ଘଣ୍ଟାଘଣ୍ଟା ଧରି ବନ୍ଦ ରଖିଥିଲା । ସେପଟେ ସେତୁ ଦେଇ ଯିବା ଆସିବା ବନ୍ଦ ଯୋଗୁଁ ଦୁଇ ପାର୍ଶ୍ବରେ ଶହ ଶହ ଗାଡି ଠିଆ ହୋଇ ରହିଥିଲା । ଏନଏଚ୍‌ଏଆଇ ପକ୍ଷରୁ ସେତୁକୁ ଠିକ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ମୁତାବକ ବର୍ତ୍ତମାନ କୁହାଯାଉଥିବା ପୁରୁଣା ବ୍ରାହ୍ମଣୀ ସେତୁର ଅବସ୍ଥା ଦୟନୀୟ ହୋଇପଡିଛି । ପ୍ରାୟ ସବୁବେଳେ ସେତୁରେ ଫାଟ ଦେଖାଦେଉଛି । ଯେତେଥର ଏହା ଫାଟ ସୃଷ୍ଟି ହେଉଛି ସେତେଥର ମରାମତି କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ଵିତୀୟ ବ୍ରାହ୍ମଣୀ ସେତୁର ନବନିର୍ମାଣର ଆଶ୍ବାସନା ଦେଇଥିଲେ । କିନ୍ତୁ ଏହା କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.