ETV Bharat / briefs

ମହାରାଷ୍ଟ୍ର ସରକାର ମୋତେ ଦୁର୍ବଳ ଭାବି ଭୁଲ୍ କରିଦେଲେ: କଙ୍ଗନା - ମହାରାଷ୍ଟ୍ର ସରକାର

ସୋମବାର କଙ୍ଗନା ରଣାୱତ ନିଜ ଘର ମନାଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏ ଅବସରରେ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କଙ୍ଗନା ରଣାୱତ
କଙ୍ଗନା ରଣାୱତ
author img

By

Published : Sep 14, 2020, 3:01 PM IST

ହାଇଦ୍ରାବାଦ: ସୋମବାର କଙ୍ଗନା ରଣାୱତ ନିଜ ଘର ମନାଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏ ଅବସରରେ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ କଙ୍ଗନାକୁ ଦୁର୍ବଳ ମହିଳା ଭାବିବା ନେଇ ମହାରାଷ୍ଟ୍ର ସରକାର ଭୁଲ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ ଯେବେ ରକ୍ଷକ ହିଁ ଭକ୍ଷକ ହିଁ ହେବ, କୁମ୍ଭୀର ହୋଇ ଗଣତନ୍ତ୍ରର ବଳାତ୍କାର କରିବେ, ମତେ ଦୁର୍ବଳ ଭାବି ବହୁତ ବଡ ଭୁଲ କରିଦେଇଛ । ଜଣେ ମହିଳାକୁ ଡରେଇ, ନିଜ ପ୍ରତିଛବିରେ ଢୋଲ ପିଟିବା ବନ୍ଦ କର’। ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ‘ମୁମ୍ବାଇ ଛାଡୁଛି କିନ୍ତୁ ଯେଉଁଭଳି ଭାବେ ମୋତେ ଆତଙ୍କିତ କରାଗଲା । ମୋ କର୍ମକ୍ଷେତ୍ରକୁ ଭାଙ୍ଗି ଦିଆଗଲା । ମୋ ଚାରିପାଖରେ ଘାତକ ଅସ୍ତ୍ରଶସ୍ତ୍ର ସହିତ ସୁରକ୍ଷା ସତର୍କତା ନିଶ୍ଚୟ କହିବ ଯେ POK ବିଷୟରେ ମୋ ଧାରଣା ଠିକ୍ ଥିଲା ’।

  • जब रक्षक ही भक्षक होने का एलान कर रहे हैं धड़ियाल बन लोकतंत्र का चीरहरण कर रहे हैं,
    मुझे कमज़ोर समझ कर
    बहुत बड़ी भूल कर रहे हैं!
    एक महिला को डरा कर उसे नीचा दिखाकर,
    अपनी इमेज को धूल कर रहे हैं!!

    — Kangana Ranaut (@KanganaTeam) September 14, 2020 " class="align-text-top noRightClick twitterSection" data=" ">

ଏହା ବ୍ୟତୀତ ପାଲି ହିଲରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟ ବୁଧବାର ବିଏମସି ଦ୍ବାରା ଆଂଶିକ ଭାଙ୍ଗି ଦିଆଯାଇଥିଲା। ଏହାସହ ତାଙ୍କୁ Y ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର 9ରେ ସେ କଡା ସୁରକ୍ଷା ମଧ୍ୟରେ ମୁମ୍ବାଇରେ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.