ETV Bharat / briefs

କ୍ଵାରେଣ୍ଟାଇନ ଅବଧିକୁ 7 ରୁ 14 ଦିନ ବୃଦ୍ଧି କଲେ ଖୋର୍ଦ୍ଧା ଜିଲ୍ଲାପାଳ - Khurdha district commissioner extended the quarantine period 7 to 14 days

ଏଣିକି ସାତ ଦିନ ପରିବର୍ତ୍ତେ 14 ଦିନ କ୍ବାରେଣ୍ଟାଇନ ସେଣ୍ଟରେ ରହିବେ ପ୍ରବାସୀ । ଚିଠି ମାଧ୍ୟମରେ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଅଧିକ ପଢନ୍ତୁ...

କ୍ଵାରେଣ୍ଟାଇନ ଅବଧିକୁ 7 ରୁ 14 ଦିନ ବୃଦ୍ଧିକଲେ ଖୋର୍ଦ୍ଧା ଜିଲ୍ଲାପାଳ

author img

By

Published : Jun 7, 2020, 2:28 PM IST

ଖୋର୍ଦ୍ଧା: ସାରାଦେଶରେ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି ମହାମାରୀ କୋରୋନା । ଏପଟେ ବାହାରେ ଫସିରହିଥିବା ପ୍ରବାସୀ ନିଜ ରାଜ୍ୟକୁ ଫେରିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ପାଲିଟିଛି । ଏନେଇ କ୍ଵାରେଣ୍ଟାଇନ ଅବଧିକୁ 7 ରୁ 14 ଦିନ ବୃଦ୍ଧିକଲେ ଖୋର୍ଦ୍ଧା ଜିଲ୍ଲାପାଳ ।

ଏଣିକି ସାତ ଦିନ ପରିବର୍ତ୍ତେ 14 ଦିନ କ୍ବାରେଣ୍ଟାଇନ ସେଣ୍ଟରେ ରହିବେ ପ୍ରବାସୀ । ଚିଠି ମାଧ୍ୟମରେ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ପ୍ରବାସୀମାନେ କ୍ବାରେଣ୍ଟାଇନ ସେଣ୍ଟରେ 14 ଦିନ ପରିବର୍ତ୍ତେ 7 ଦିନ ରହିବା ପରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା । ଫଳରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣା ପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.