ETV Bharat / briefs

ମାଲକାନଗିରିରେ ୨ ଦିନିଆ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ - district Magistrate

ମାଲକାନଗିରିରେ ୨ ଦିନିଆ ସଟଡାଉନ୍ ଘୋଷଣା କଲା ଜିଲ୍ଲାପାଳ । ଗତକାଲି(ବୁଧବାର) ଆସିଥିବା କୋରୋନା ତାଲିକାରେ ମାଲକାନଗିରି ସହରରୁ ଜଣେ ଚିହ୍ନଟ ପରେ ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ମାଲକାନାଗିରିରେ ୨ ଦିନିଆ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

author img

By

Published : Jul 2, 2020, 11:15 AM IST

ମାଲକାନଗିରି: ଜିଲ୍ଲାରେ ୨ ଦିନିଆ ସଟଡାଉନ୍ ଘୋଷଣା କଲା ଜିଲ୍ଲାପାଳ । ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଏବେ ସରକାରଙ୍କ ଚିନ୍ତାର କାରଣ ପାଲିଟିଛି । ଏନେଇ ସ୍ଥାନୀୟ ମେଡିକାଲ ଛକ ଠାରୁ ଆଇ ଏମ୍ ଏସ ଟି ଛକ ଓ ବାଲିମେଳା ଛକଠାରୁ କେନାଲ ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ମାଲକାନଗିରି ସଟଡାଉନ୍ ହେବ ବୋଲି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି ।

ତେବେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଗତକାଲି(ବୁଧବାର) ଆସିଥିବା କୋରୋନା ତାଲିକାରେ ମାଲକାନଗିରି ସହରରୁ ଜଣେ ଚିହ୍ନଟ ପରେ ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.