ETV Bharat / briefs

ଲାଞ୍ଜିପଲ୍ଲୀ ତାରା ଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ, ଚାଙ୍ଗୁବାଦ୍ୟରେ କମ୍ପିଲା ସହର

ଲାଞ୍ଜିପଲ୍ଲୀସ୍ଥିତ ମାଆ ତାରା ଦେବୀ ଠାକୁରାଣୀ ବ୍ରହ୍ମପୁର ସହରର ଅନ୍ୟତମ ଆକର୍ଷଣ । ଚଳିତବର୍ଷ ଏହି ମା'ଙ୍କ ଯାତ୍ରା ରୀତିନୀତିରେ ଆରମ୍ଭ ହୋଇଯାଇଛି ।

author img

By

Published : May 21, 2019, 12:04 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଲାଞ୍ଜିପଲ୍ଲୀସ୍ଥିତ ମାଆ ତାରା ଦେବୀ ଠାକୁରାଣୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । 21ବର୍ଷ ହେଲା ଏହି ଯାତ୍ରା ପ୍ରତିବର୍ଷ ପାଳନ କରାଯାଇ ଆସୁଛି । ଚଳିତ ବର୍ଷ ମା'ଙ୍କର ଏହି ଯାତ୍ରା ଦୀର୍ଘ ୨୩ ଦିନ ଧରି ଆୟୋଜିତ ହେବ । ଏନେଇ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାମୁତାବକ, ଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ମାଙ୍କ ମୁଖ୍ୟ ପୀଠକୁ ଯାଇ ମାଙ୍କୁ ନିମନ୍ତ୍ରଣ କରିଥିଲେ । ଏହା ପରେ ମୁଖ୍ୟପୀଠରୁ ଆଜ୍ଞାମାଳ ମିଳିବା ପରେ ପଟୁଆର ଚାଙ୍ଗକୁ ଚାଙ୍ଗୁବାଦ୍ୟ ସହ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପାଛୋଟି ଅଣାଯାଇଥିଲା । ଏହାପରେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରିବା ସହ ମାଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଛି । ଏଥିସହ ଆରମ୍ଭ ହୋଇଯାଛି ମାଙ୍କର ପାରମ୍ପରିକ ରୀତିନୀତିରେ ସମସ୍ତ ପୂଜାର୍ଚ୍ଚନା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :-ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା ଶୁଭାରମ୍ଭ-ଅସ୍ଥାୟୀ ମଣ୍ଡପରେ ଚାଲିଛି ମାଆ ଙ୍କ ପୁଜାର୍ଚ୍ଚନା.....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍(ବେକ୍ ଟୁ ବେକ୍),
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୨୦-୦୫-୧୯. :(ଭିଜୁଆଲ ଏଫ୍.ଟି.ପି  ରେ ଯାଇଛି.)
 (ଆଙ୍କର):- ବ୍ରହ୍ମପୁର ସହରର ଅନ୍ୟତମ ଆକର୍ଷଣ କୁହାଯାଉଥିବା ଲାଞ୍ଜିପଲ୍ଲୀ ସ୍ଥିତ ମାଆ ତାରା ଦେବୀ ଠାକୁରାଣୀ ଙ୍କ ଯାତ୍ରା ଶୁଭାରମ୍ଭ ହୋଇଯାଇଛି  । ରାତ୍ର ସମୟରେ ଯାତ୍ରା ପରିଚାଳନ୍ନା କମିଟି ର ସଦସ୍ୟଙ୍କ ପକ୍ଷରୁ ମାଆ ଙ୍କ ମୁଖ୍ୟ ପୀଠକୁ ଯାଇ  ମାଆ ଙ୍କୁ ନିମନ୍ତ୍ରଣ କରାଯିବା ପରେ  ମୁଖ୍ୟପୀଠ ରୁ ଆଜ୍ଞାମାଳ ମିଳିବା ପରେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରିବା ସହ ମାଆ ଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯିବା ପରେ ଆରମ୍ଭ ହୋଇଛି ମାଆ ଙ୍କର ପାରମ୍ପାରିକ ରୀତିନୀତିରେ ସମସ୍ତ ପୁଜାର୍ଚ୍ଚନା  । ଘଣ୍ଟ ପଟୁଆର ଚାଙ୍ଗକୁ ଚାଙ୍ଗୁବାଦ୍ୟ ସହ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପାଛୋଟି ଅଣାଯାଇଥିବା ବେଳେ ଚଳିତବର୍ଷର  ଏହି ଯାତ୍ରା ୨୧ ବର୍ଷରେ ପହଞ୍ଚିଛି । ଏପରିକି ଚଳିତବର୍ଷ ମାଆ ଙ୍କର  ଯାତ୍ରା   ଦୀର୍ଘ ୨୩ ଦିନ ଧରି ଆୟୋଜିତ ହେବ  । ସେପଟେ ପ୍ରଶାସନ ପକ୍ଷରୁ  ଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । 
ବାଇଟ୍-ଲଡୁ କିଶୋର ପାଣିଗ୍ରାହୀ(କର୍ମକର୍ତ୍ତା-ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା)
ବାଇଟ୍-ଗଣେଷ ବେହେରା(ସେବକ-ଠାକୁରାଣୀ ଯାତ୍ରା )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.