ETV Bharat / briefs

ମତଦାନ ନେଇ ଭୋଟଙ୍କୁ ସଚେତନ ବାର୍ତ୍ତା ଦେଲେ ସୁଦର୍ଶନ

ବାଲୁକାକଳାରେ ଭୋଟରଙ୍କୁ ସଚେତନ ବାର୍ତ୍ତା ଜଣାଇଲେ ସୁଦର୍ଶନ । ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି । ଯେଉଁଥିରେ ଇଭିଏମ, ଭିଭିପାଟ୍ ମେସିନର ପ୍ରତିକୃତି ସହିତ ଭୋଟରଙ୍କୁ ମତଦାନ କରିବା ନେଇ ଆହ୍ବାନ କରିଛନ୍ତି ।

author img

By

Published : Apr 23, 2019, 4:07 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ପୁରୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ଉତ୍ସାହିତ ଭୋଟର । ମଙ୍ଗଳବାର ଭୋଟର ମତଦାନ କରି ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ପୁନର୍ବାର ଏନେଇ ଭୋଟରଙ୍କୁ ବାଲୁକା କଳା ମାଧ୍ୟମରେ ସଚେତନ ବାର୍ତ୍ତା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ । ଯେଉଁଥିରେ ଇଭିଏମ, ଭିଭିପାଟ୍ ମେସିନର ପ୍ରତିକୃତି ସହିତ ଭୋଟରଙ୍କୁ ମତଦାନ କରିବା ନେଇ ଆହ୍ବାନ କରିଛନ୍ତି । ତେବେ ଉକ୍ତ ବାଲୁକାକଳାଟି ସୁଦର୍ଶନ ସାଣ୍ଡ ଆର୍ଟ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ମିଶି ଏହି ବାଲୁକା କଳାଟି ନିର୍ମାଣ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.