ETV Bharat / briefs

ବର୍ଷା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ମିଳିଲା ବିସ୍କୁଟ ଓ ପାଣି - railway station

ବର୍ଷା ପାଇଁ ଟ୍ରେନ ବାତିଲ । ଷ୍ଟେସନରେ ଅଟକି ରହିଲେ ଦୂରଦୁରାନ୍ତରୁ ଆସିଥିବା ଯାତ୍ରୀ । ତେବେ ଅଟକି ରହିଥିବା ଏହି ଯାତ୍ରୀମାନଙ୍କୁ ଆରପିଏଫ ପକ୍ଷରୁ ବିସ୍କୁଟ ଓ ପାଣି ବଣ୍ଟନ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 2, 2019, 11:24 AM IST

Updated : Jul 2, 2019, 11:49 AM IST

ପୁନେ: ମହାରାଷ୍ଟ୍ରରେ ଲଗାଣ ବର୍ଷା । ବର୍ଷାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ । ଏପଟେ ରାସ୍ତାରେ ଆଣ୍ଠୁଏ ଲେଖା ପାଣି ଜମା ହେବାରୁ ଗମନାଗମନ ପ୍ରଭାବିତ ହୋଇଛି ।

ଅନ୍ୟପଟେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ନାହିଁନଥିବା ଅସୁବିଧା ଭୋଗ କରିବାକୁ ପଡୁଥିବା ବେଳେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ସୁବରବନ ଟ୍ରେନକୁ ବାତିଲ କରାଯାଇଛି ।

ବାତିଲ ଟ୍ରେନ ମଧ୍ୟରେ ପାଖାପାଖି 8ଟି ପ୍ରମୁଖ ଟ୍ରେନ ରହିଛି । ବର୍ଷା ପାଇଁ ଷ୍ଟେସନରେ ଫସି ରହିଥିବା ଯାତ୍ରୀମାନଙ୍କୁ ଥାନେ ରେଳ ଷ୍ଟେସନ ପକ୍ଷରୁ ବିସ୍କୁଟ ଓ ପାଣି ଆଦି ବଣ୍ଟନ କରାଯାଉଛି । ତେବେ ଯାତ୍ରୀଙ୍କ ଯାତାୟତ ପାଇଁ ଅତିରିକ୍ତ ବସ ଚଳାଚଳ ପାଇଁ ବିଏମସି କହିଛି ।

Intro:Body:

blank

Conclusion:
Last Updated : Jul 2, 2019, 11:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.