ETV Bharat / briefs

ବାଲୁକା କଳାରେ ଯୋଗ ଦିବସର ବାର୍ତ୍ତା ଦେଲେ ସୁଦର୍ଶନ - BEACH PURI

ଯୋଗ ଦ୍ୱାରା ଶରୀର, ମସ୍ତିଷ୍କ, ସୁସ୍ଥ ରହିବା ସହ ମନ ଶାନ୍ତ ରହିଥାଏ । ବିଶ୍ବବାସୀଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ୟୁନାଇଟେଡ଼ ନେସନ ପକ୍ଷରୁ ପାଳନ କରାଯାଉଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 20, 2019, 9:27 PM IST

ପୁରୀ: ଆସନ୍ତାକାଲି ସାରା ବିଶ୍ବ ପାଳିବ ଆନ୍ତର୍ଜାତୀୟ ଯୋଗ ଦିବସ । ଏଥିପାଇଁ ସାରା ବିଶ୍ବରେ ଚାଲିଛି ଯୋରଦାର ପ୍ରସ୍ତୁତି । ଆଉ ପୁରୀ ବେଳାଭୂମିରେ ଯୋଗର ଉପକାରିତା ଓ ଯୋଗର ବିଭିନ୍ନ ମୁ୍ଦ୍ରାକୁ ବାଳୁକା କଳା ମାଧ୍ୟମରେ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ସମସ୍ତ ବାଳୁକା କଳାକୁ 20 ଟନ ବାଲିରେ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବିଶ୍ୱ ଯୋଗ ଦିବସ Body:21 ଜୁନ କୁ ସାରା ବିଶ୍ୱ ରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଯୋଗ ଦ୍ୱାରା ଶରୀର, ମସ୍ତିସ୍କ, ସୁସ୍ଥ ରହିବା ସହ ମନ ଶାନ୍ତ ରହି ଥାଏ। ଏ ନେଇ ଲୋକ ଙ୍କୁ ସଚେତନ କରାଇବା ଉଦେଶ୍ୟ ରେ ଏହି ଦିବସ ୟୁନାଇଟେଡ଼ ନେସନ ପକ୍ଷରୁ ପାଳନ କରାଯାଉଛି। ତେବେ ଏହି ଦିବସ ର ସଚେତନତା ନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସଚେତନ କରାଇଛନ୍ତି। ପୁରୀ ବେଳାଭୂମିରେ ଅତି ସୁନ୍ଦର ବାଲୁକା କଳା କରିଛନ୍ତି ସୁଦର୍ଶନ। ବାଲୁକା କଳା ରେ ସୂର୍ଯ୍ୟ ନମସ୍କାର ର ବିଭିନ୍ନ ଯୋଗ ମୁଦ୍ରା କୁ ସେ ସ୍ଥାନ ଦେଇଛନ୍ତି। 20 ଟ ନ ବାଲିରେ ଏହି ବିଶାଳ ବାଲୁକା କଳାଟିକୁ ସେ ତିଆରି କରିଛନ୍ତି।

ବାଇଟ,, ସୁଦର୍ଶନ ପଟ୍ଟନାୟକ, ବାଲୁକା ଶିଳ୍ପୀConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଏହି avb ର ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.