ETV Bharat / briefs

ସରକାରୀ ନିର୍ଦ୍ଦେଶନାମାକୁ ଫୁ: ରାୟଗଡା CDMO ନିଲମ୍ବିତ

କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବିତ ହେଲେ ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ।

ଫାଇଲ ଫଟୋ
author img

By

Published : May 2, 2019, 9:55 PM IST

ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ ନ ମାନିବା ଓ ବିଶୃଙ୍ଖଳିତ ଆଚରଣ କରିବା ଶେଷରେ ମହଙ୍ଗା ପଡିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ । ସାମ୍ଭାବ୍ୟ ବାତ୍ୟା ପାଇଁ ବୁଧବାର ସରକାର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟିକୁ ଆସନ୍ତା 15 ଯାଏଁ ବାତିଲ କରିଥିଲେ ଏବଂ ଯେଉଁ ମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ରାୟଗଡା ସିଡିଏମଓ ଅବମାନନା କରିଥିଲେ । ଯହା ଦ୍ବାରା ସିଡିଏମଓଙ୍କୁ ଆଜି ସରକାର ନିଳମ୍ବିତ କରିଛନ୍ତି ।

ଫଟୋ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ନିଲମ୍ବନ ସ୍ବତ୍ବେ ତାଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବା ପାଇଁ ଡାକ୍ତର ଶିବ ପ୍ରସାଦ ପାଢିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.