ETV Bharat / briefs

ଫନି ସହାୟତା: ରାଜଭବନରୁ ‘ଗୋଟିଏ ଦିନର ଦରମା ଦାନ’

ଫନି ମାଡରେ କ୍ଷତିଗ୍ରସ୍ତ ଜିଲ୍ଲାର ପୁନଃରୁଦ୍ଧାର ପାଇଁ ସହଯୋଗର ହାତ ବଢାଇଲେ ରାଜ୍ୟପାଳ ଓ ରାଜଭବନ କର୍ମଚାରୀ ।

author img

By

Published : Jun 6, 2019, 7:48 PM IST

Updated : Jun 7, 2019, 3:19 PM IST

ଫାଇଲ ଫଟୋ

ଭୁବନେଶ୍ବର: ଗତମାସରେ ଆସିଥିବା ସାମୁଦ୍ରିକ ଝଡ ଫନିରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଉପକୂଳ ଓଡିଶା । ଦୋହଲି ଯାଇଛି ରାଜ୍ୟର ଅର୍ଥନୈତିକ ସ୍ଥିତି । ଫନି ପରେ ଖିନଭିନ ଓଡିଶାକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ଦେଶର ବିଭିନ୍ନ ପ୍ରଦେଶ ସହ ଅନେକ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ବହୁ ସ୍ବେଛାସେବୀ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି ।

ତେବେ ଆଜି ରାଜ୍ୟର ପ୍ରଥମ ନାଗରିକ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଏକ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଏହାସହ ରାଜଭବନରେ କାର୍ଯ୍ୟରତ ସମସ୍ତ 122ଜଣ କର୍ମଚାରୀ ମଧ୍ୟ ସେମାନଙ୍କର ଦରମା ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭୁବନେଶ୍ବର: ଗତମାସରେ ଆସିଥିବା ସାମୁଦ୍ରିକ ଝଡ ଫନିରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଉପକୂଳ ଓଡିଶା । ଦୋହଲି ଯାଇଛି ରାଜ୍ୟର ଅର୍ଥନୈତିକ ସ୍ଥିତି । ଫନି ପରେ ଖିନଭିନ ଓଡିଶାକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ଦେଶର ବିଭିନ୍ନ ପ୍ରଦେଶ ସହ ଅନେକ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ବହୁ ସ୍ବେଛାସେବୀ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି ।

ତେବେ ଆଜି ରାଜ୍ୟର ପ୍ରଥମ ନାଗରିକ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଏକ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଏହାସହ ରାଜଭବନରେ କାର୍ଯ୍ୟରତ ସମସ୍ତ 122ଜଣ କର୍ମଚାରୀ ମଧ୍ୟ ସେମାନଙ୍କର ଦରମା ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

SLUG-- ଗରିବ ରୋଗୀଙ୍କ ଦେବଦୂତ,ଡାକ୍ତର ରାମ ଚନ୍ଦନୀ।କୁଷ୍ଠ ରୋଗୀଙ୍କୁ ବୋହି ରାସ୍ତା ପାରି କରି ଏବେ ଚର୍ଚା ରେ।
FORMAT-PKG
REPORTER-BADSAH JUSMAN RANA
DATE-SAMBALPUR
PLACE-SAMBALPUR.

ANCHOR- ଡାକ୍ତର କହିଲେ କୁହାଯାଏ ଦ୍ଵତୀୟ ଭଗବାନ। କାହିଁକି ନା ରୋଗୀ ଯିଏ ହେଉନା କାହିଁକି ଡାକ୍ତର ଧର୍ମ ହେଲା ରୋଗୀର ସେବା ଓ ଚିକିତ୍ସା କରିବା। ତେବେ ବର୍ତମାନ କିଛି ଏମିତି ଡାକ୍ତରଙ୍କ କାରନାମା ଶୁଣିବାକୁ ଓ ଦେଖିବାକୁ ମିଳେ ଯାହାପାଇଁ ସମଗ୍ର ଡାକ୍ତର ସମାଜ ନିନ୍ଦିତ ହୋଇଥାଏ। ତେବେ ଏବେ ମଧ୍ୟ ଏମିତି ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ରୋଗୀ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏମିତି ଜଣେ ଡାକ୍ତର ହେଲେ ସମ୍ବଲପୁର ବୁର୍ଲା ବଡ଼ ମେଡ଼ିକାଲ ର ସିନିୟର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନି। ବର୍ତମାନ ସୋସିଆଲ ମିଡିଆରେ ସେ ଗୋଟିଏ କୁଷ୍ଠ ରୋଗୀଙ୍କୁ ବୋହି ନେଉଥିବାର ଦୃଶ୍ୟ ଭାଇରଲ ହୋଇଛି ଯାହା ସମାଜ ପାଇଁ ଏକ ସକାରତ୍ମକ ସନ୍ଦେଶ ଦେଉଛି।

ଭିଓ-1- ଏ ହେଉଛନ୍ତି ଶଙ୍କର ରାମଚାନ୍ଦାନି। ଗତ 2 ବର୍ଷ ହେଲା ବୁର୍ଲା ବଡ଼ ମେଡ଼ିକାଲ ରେ ସେ ସିନିୟର ରେସିଡେଣ୍ଟ ଭବରେ କାମ କରୁଛନ୍ତି। ତେବେ ସ୍ଥନୀୟ ଅଞ୍ଚଳରେ ସେ ଡାକ୍ତର ହେବା ସହ ଏକ ଜନଶୁଣା ଯୁବ ସମାଜସେବୀ ଭାବେ ପରିଚିତ।କେତେବେଳେ ସେ ଆହତ ରୋଗୀଙ୍କୁ ନିଜ ଗାଡ଼ିରେ ଆଣି ଚିକିତ୍ସା କରନ୍ତି ତ କେତେବେଳେ ନିହାତି ଗରିବ ରୋଗୀଙ୍କୁ ମାଗଣାରେ ନିଜ ଉଦ୍ୟମରେ ଚିକିତ୍ସା କରିବାର ଚର୍ଚା ହୁଏ। ଆଉ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାସ୍ତାରେ ଏକ ବୃର୍ଦ୍ଧ କୁଷ୍ଠ ରୋଗୀଙ୍କୁ ହାତରେ ବୋହି ରାସ୍ତା ପାରି କରିବା ସହ ତାଙ୍କ ଘରେ ଛାଡିବାର ଏକ ଫଟୋ ଭାଇରଲ ହୋଇଛି। ସେ ବୋହି ନେଉଥିବା ଵୃଦ୍ଧ କୁଷ୍ଠ ରୋଗୀ ଜଣକ ହେଲେ ବୁର୍ଲା ଜୁନପାଣି କଲୋନୀର ପୁରୁଷୋତ୍ତମ ଜୁଆଡି।  ଏହି ଘଟଣା ନେଇ ଆମେ ତାଙ୍କୁ ପଚାରିବାରୁ ସେ କହିଥିଲେ ଏହି ରୋଗ ପାଇଁ ସମାଜ ଓ ପରିବାର ଲୋକ ତାଙ୍କୁ ପରିତ୍ୟାଗ କରିଥିବା ବେଳେ ଡାକ୍ତର ବାବୁଙ୍କ ଏପରି ସ୍ନେହ ଓ ଆଦର ତାଙ୍କୁ ଏତେ ଭଲ ଲାଗିଲା ଯେ ସେ ଡାକ୍ତର ଙ୍କୁ ନିଜର ବାପା ଓ ପୁଅ ଉଭୟ ବୋଲି କହିଛନ୍ତି।  ଏହି ଘଟଣା ଗତ ରବିବାର ଦିନର ଅପରାହ୍ନ ପାଖାପାଖି 2 ର ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ସେ ସବୁବେଳେ ଏଠାକୁ ଆସି ସମସ୍ତ ରୋଗୀଙ୍କ ଶୁଖ ଦୁଖଃ ବୁଝନ୍ତି ଓ ମାଗଣା ଔଷଧ ଦିଅନ୍ତି ବୋଲି ସେ କହିଛନ୍ତି।

ବାଇଟ-1- ପୁରୁଷୋତ୍ତମ ଜୁଆଡି, ବୁହା ହୋଇଥିବା କୁଷ୍ଠ ରୋଗୀ
ବାଇଟ-2-ନେହେରୁ ଜେନା,କୁଷ୍ଠ ରୋଗୀ।

ଭିଓ-2- ଡାକ୍ତର ଶଙ୍କର ରାମଚାନ୍ଦାନୀ ବୁର୍ଲା ରେ ପଢ଼ୁଥିବା ବେଳେ ଜେଡିଏ ସଭପତି ଥିବା ଅବସ୍ଥାରେ ଗରିବ ରୋଗୀଙ୍କ ହକ ପାଇଁ ଅନେକ ଆନ୍ଦୋଳନ କରି ଅନେକ ସହାନୁଭୂତି ଓ ଚର୍ଚା ସାଉଁଟିଥିଲେ। ବିଭିନ ସମୟରେ ସେ ତାଙ୍କର ନିଷ୍ଠାପର ରୋଗୀ ସେବା ପାଇଁ ଚର୍ଚା ସାଉଁଟୁଥିବା ବେଳେ ବର୍ତମାନର ଏହି ଭାଇରଲ ପଟୋ କୁ ନେଇ ସେ କହଁନ୍ତି ଯେ ଏହା ତାଙ୍କର କର୍ତ୍ତବ୍ୟ ଓ କୁଷ୍ଠ ରୋଗୀଙ୍କ ପ୍ରତି ସମାଜରେ ଥିବା ଲୋକଙ୍କ ଦୃଷ୍ଟିକୋଣ ବଦଳାଇବା ପାଇଁ ଏକ ସନ୍ଦେଶ ବୋଲି କହିଛନ୍ତି।ଆଗକୁ ମଧ୍ୟ ଏପରି ସେବା ସେ ଜାରି ରଖିବେ ବୋଲି କହିଛନ୍ତି।

ବାଇଟ-3-ନିଖିଳ ଚୌଧୁରୀ, ସ୍ଥାନୀୟ ଯୁବକ।
ବାଇଟ-4- ଡା ଶଙ୍କର ରାମ ଚନ୍ଦାନୀ। ସିନିୟର ରେସିଡେଣ୍ଟ,ବୁର୍ଲା ମେଡ଼ିକାଲ

ଫଭିଓ- ଡାକ୍ତର ରାମ ଚାନ୍ଦାନୀ ଙ୍କ ଏହି ଭଳି ନିଷ୍କାମ କର୍ମଯୋଗ ଉଧାହରଣ ଏବେ ସମାଜର ଲୋକଙ୍କ ମାନସିକତାରେ କିଛି ପରିବର୍ତନ ଆଣିବ ବୋଲି ଆଶା କରାଯାଇପାରେ।

STORY ENDS WITH FINAL PTC

ଭିଜୁଆଲ ମଜୋ ରେ ଅଫଲୋଡ଼ ହୋଇଛି।
FTP. ରେ ମଧ୍ୟ ଏକ ଫାଇଲ ପଡିଛି
Last Updated : Jun 7, 2019, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.