ETV Bharat / briefs

ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ

author img

By

Published : Jun 13, 2019, 9:29 AM IST

ଥୁଆମୂଳ ରାମପୁର ବ୍ଳକ ସାଇସୁରନୀ ନିକଟ ବୁଲାଣୀରେ ଥିବା ଏକ ଗଛରେ ଧକ୍କା ହେବା ଫଳରେ ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଳକ ଗୁଣୁପୁର ଗ୍ରାମପଞ୍ଚାୟତ ସାଇସୁରନୀ ନିକଟରେ ସଡକ ଦୁର୍ଘଟଣା । ଗଛରେ ଧକ୍କା ହେବା ଫଳରେ ଜଣେ ମଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ତଳ ଆମପଦର ପଞ୍ଚାୟତ ଖାକେସ ଗ୍ରାମର ମହେନ୍ଦ୍ର ନାଏକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନାନୁାସାରେ, ମହେନ୍ଦ୍ର ଭବାନୀପାଟଣା ଠାରୁ ତାଙ୍କ ଗ୍ରାମ କୁପର ଫେରୁଥିବା ବେଳେ ସାଇସୁରନୀ ଛକ ନିକଟ ବୁଲାଣୀରେ ଥିବା ଏକ ଗଛରେ ତାଙ୍କ ବାଇକ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟଲୋକେ ଗୁଣୁପୁର ଫାଣ୍ଡିରେ ସୂଚନା ଦେଇଥିଲେ ।

ଖବର ପାଇ ଥୁଆମୂଳ ରାମପୁର ପୋଲିସ ଓ ଗୁଣୁପୁର ଫାଣ୍ତି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

Intro:ଥୁଆମୂଳ ରାମପୁର ବ୍ଳକ ଗୁଣୁପୁର ଗ୍ରାମପଞ୍ଚାୟତ ସାଇସୁରନୀ ନିକଟ ବୁଲାଣି ରେ ମଟର ସାଇକେଲ ଆରୋହି ଗଛରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତଳ ଆମପଦର ପଞ୍ଚାୟତ ଖାକେସ ଗ୍ରାମର ମହେନ୍ଦ୍ର ନାଏକ ନାମକ ଯୁବକ ଭବାନୀପାଟଣା ଠାରୁ ତାଙ୍କ ଗ୍ରାମ କୁପର ଫେରୁଥିବା ବେଳେ ସାଇସୁରନୀ ଛକ ନିକଟ ଏକ ଗଛରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ,ଏନେଇ ଗୁଣୁପୁର ପାଣ୍ତିରେ ଖବର ଜଣାଇ ଥିଲେ,ଖବର ପାଇ ଥୁଆମୂଳ ରାମପୁର ପୁଲିସ ଓ ଗୁଣୁପୁର ଫାଣ୍ତି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶଵ ବ୍ଯବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।Body:ଥୁଆମୂଳ ରାମପୁର ବ୍ଳକ ଗୁଣୁପୁର ଗ୍ରାମପଞ୍ଚାୟତ ସାଇସୁରନୀ ନିକଟ ବୁଲାଣି ରେ ମଟର ସାଇକେଲ ଆରୋହି ଗଛରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତଳ ଆମପଦର ପଞ୍ଚାୟତ ଖାକେସ ଗ୍ରାମର ମହେନ୍ଦ୍ର ନାଏକ ନାମକ ଯୁବକ ଭବାନୀପାଟଣା ଠାରୁ ତାଙ୍କ ଗ୍ରାମ କୁପର ଫେରୁଥିବା ବେଳେ ସାଇସୁରନୀ ଛକ ନିକଟ ଏକ ଗଛରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ,ଏନେଇ ଗୁଣୁପୁର ପାଣ୍ତିରେ ଖବର ଜଣାଇ ଥିଲେ,ଖବର ପାଇ ଥୁଆମୂଳ ରାମପୁର ପୁଲିସ ଓ ଗୁଣୁପୁର ଫାଣ୍ତି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶଵ ବ୍ଯବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।Conclusion:ଥୁଆମୂଳ ରାମପୁର ବ୍ଳକ ଗୁଣୁପୁର ଗ୍ରାମପଞ୍ଚାୟତ ସାଇସୁରନୀ ନିକଟ ବୁଲାଣି ରେ ମଟର ସାଇକେଲ ଆରୋହି ଗଛରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତଳ ଆମପଦର ପଞ୍ଚାୟତ ଖାକେସ ଗ୍ରାମର ମହେନ୍ଦ୍ର ନାଏକ ନାମକ ଯୁବକ ଭବାନୀପାଟଣା ଠାରୁ ତାଙ୍କ ଗ୍ରାମ କୁପର ଫେରୁଥିବା ବେଳେ ସାଇସୁରନୀ ଛକ ନିକଟ ଏକ ଗଛରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ,ଏନେଇ ଗୁଣୁପୁର ପାଣ୍ତିରେ ଖବର ଜଣାଇ ଥିଲେ,ଖବର ପାଇ ଥୁଆମୂଳ ରାମପୁର ପୁଲିସ ଓ ଗୁଣୁପୁର ଫାଣ୍ତି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶଵ ବ୍ଯବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.