ETV Bharat / briefs

ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ଅନୁଗୋଳରେ ପହଞ୍ଚିଲେ ଅବଜର୍ଭର - Anugul

ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚକୁ ତଦାରଖ କରିବା ପାଇଁ ଦୁଇ ଅବଜର୍ଭର ଅନୁଗୋଳକୁ ଆସି ଜିଲ୍ଲାର ନିର୍ବାଚନ ସ୍ଥିତି ପରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Mar 30, 2019, 9:12 PM IST

ଅନୁଗୋଳ: ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲାପ୍ରଶାସନ ଚଳାଇଛି ଉଦ୍ୟମ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚ ଉପରେ ନିୟୋଜିତ ହୋଇଥିବା ଦୁଇ ଅବଜର୍ଭର ଅନୁଗୋଳକୁ ଆସି ଜିଲ୍ଲାର ନିର୍ବାଚନ ସ୍ଥିତି ପରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଢେଙ୍କାନାଳ ଲୋକସଭା ପାଇଁ ନିୟୋଜିତ ଅବଜର୍ଭର ମେଶ୍ୱର ପି ମିନା ଓ ସମ୍ବଲପୁର ଲୋକସଭା ପାଇଁ ନିୟୋଜିତ ଅବଜର୍ଭର ଭିଏନ ତ୍ରିବେଦୀ ଅନୁଗୋଳ ସର୍କିଟ ହାଉସଠାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏସପି ମିତ୍ରଭାନୁ ମହାପାତ୍ରଙ୍କ ସହ ଜିଲ୍ଲାର ନିର୍ବାଚନ ପରିଚାଳନା ଦାୟିତ୍ବରେ ନିୟୋଜିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.