ଭୁବନେଶ୍ବର: ନିର୍ବାଚନ ପାଇଁ ଭିନ୍ନ ରଣକୌଶଳ । ବାଜିମାତ୍ ଲାଗି ଦୋଷ ଠେଲାଠେଲି ହେଉଛନ୍ତି ନେତା । ଜନତାଙ୍କ ଆଗରେ ନିଜ ନିଜର ପକ୍ଷ ରଖି ଅନ୍ୟକୁ ଦୋଷ ଦେଇ ଭୋଟରଙ୍କ ଭୋଟ ପାଇବା ଆଶାରେ ରହିଛନ୍ତି ପ୍ରମୁଖ ଦଳ । ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ନେଇ ତୁ ତୁ ମେ ମେ ହେଉଛନ୍ତି ପ୍ରାର୍ଥୀ ।
-
Sad to see how Naveen has been hoodwinked by his coterie!
— Chowkidar Baijayant Jay Panda (@PandaJay) April 22, 2019 " class="align-text-top noRightClick twitterSection" data="
One of the greatest proponents of this Haridaspur-Paradip rail project was was Biju uncle himself!
This 40 yr old dream for Kendrapada remained on paper till i became MP, pushed it thru with hundreds of review meetings🙏 https://t.co/kivSOADptU
">Sad to see how Naveen has been hoodwinked by his coterie!
— Chowkidar Baijayant Jay Panda (@PandaJay) April 22, 2019
One of the greatest proponents of this Haridaspur-Paradip rail project was was Biju uncle himself!
This 40 yr old dream for Kendrapada remained on paper till i became MP, pushed it thru with hundreds of review meetings🙏 https://t.co/kivSOADptUSad to see how Naveen has been hoodwinked by his coterie!
— Chowkidar Baijayant Jay Panda (@PandaJay) April 22, 2019
One of the greatest proponents of this Haridaspur-Paradip rail project was was Biju uncle himself!
This 40 yr old dream for Kendrapada remained on paper till i became MP, pushed it thru with hundreds of review meetings🙏 https://t.co/kivSOADptU
କେନ୍ଦ୍ରାପଡାରେ ରେଳଲାଇନ ନିର୍ମାଣ ବିଳମ୍ବକୁ ନେଇ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ଉଭୟ ବିଜେଡି ଓ ବିଜେପି । ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ଗତକାଲି(ରବିବାର) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ଦୋଷ ଲଦିଥିବାବେଳେ ଆଜି(ସୋମବାର) ଏହାର ଜବାବ ଦେଇଛନ୍ତି ବୈଜୟନ୍ତ ।
ଗତକାଲି ଏକ ସାଧାରଣ ସଭାରେ କେନ୍ଦ୍ରାପଡାରେ ବର୍ତ୍ତମାନ ସୁଦ୍ଧା ରେଲୱେ ଲାଇନ ନଆସିବା ନେଇ ବୈଜୟନ୍ତଙ୍କୁ ଦାୟୀ କରିଥିଲେ ନବୀନ । ଏପଟେ ସାଂସଦ ହେବା ପରେ ବାରାମ୍ବାର ସମୀକ୍ଷା କରିବା ଦ୍ବାରା କାର୍ଯ୍ୟର ତ୍ବରାନ୍ବିତ ହୋଇଥିବା ନେଇ ଆଜି ଟ୍ବିଟ କରି ବୈଜୟନ୍ତ କହିଛନ୍ତି ।