ETV Bharat / briefs

ହିରୋ ହେବାକୁ ଯାଇ ଜିରୋ ପାଟଲିଲେ ଯୁବକ

ମୁମ୍ବାଇର ଏହି ଯୁବକ ଜଣକ ଏକ ବିପଦସଙ୍କୁଳ ଅବସ୍ଥାରେ ସେଲଫି ନେବାକୁ ଚେଷ୍ଟା କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି ।

author img

By

Published : May 4, 2019, 5:37 AM IST

ଫଟୋ ସୌଜନ୍ୟ: ଟ୍ୱିଟର

ମୁମ୍ବାଇ: ସେଲଫି ନେବା ହେଲା କାଳ । ସମସ୍ତଙ୍କ ସାମ୍ନାରେ ନିଜକୁ ହିରୋ ରୂପେ ପ୍ରମାଣିତ କରିବା ଜଣେ ଯୁବକଙ୍କୁ ନିଜ ଜୀବନ ଦେଇ ସୁଝିବାକୁ ପଡିଛି । ମୁମ୍ବାଇର ଏହି ଯୁବକ ଜଣକ ଏକ ବିପଦସଙ୍କୁଳ ଅବସ୍ଥାରେ ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ତାର ମୃତ୍ୟୁ ଘଟିଛି । ଯାହାର ଲାଇଭ ଭିଡିଓ ମୁମ୍ବାଇ ପୋଲିସ ଟ୍ୱିଟ କରିବା ଜଣାଇବା ସହ ଜନସାଧାରଣଙ୍କୁ ଏଭଳି କାର୍ଯ୍ୟରୁ ଦୂର ରହୁବାକୁ ପରାମର୍ଶ ଦିଆଯାଇଛି ।

ଯୁବକ ଜଣକ ଏକ ବଡ ବିଂଲ୍ଡିର ଛାତ ଉପରକୁ ଯାଇ ଛାତର ଧାରୁଆ ମୁହାଣରେ ଛିଡା ହୋଇ ସେଲଫି ନେଉଥିଲେ । ସେଲଫିରେ ସେ ଯେପରି ତଳକୁ ଡେଉଁଥିବା ତାଙ୍କ ଫୋନରୁ ଦୃଶ୍ୟ ଉଠାଇବାକୁ ଚାହୁଥିଲେ । ମାତ୍ର ଟିକେ ଭାରସାମ୍ୟ ବିଗିଡି ଯିବାରୁ ସେ ଆଖି ପିଛୁଳାକେ ତଳକୁ ଖସି ପଡି ମୃତ୍ୟୁ ଘଟିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.