ETV Bharat / briefs

ଆଗାମୀ 24 ଘଣ୍ଟା ମଧ୍ୟରେ ଭିଜିବ ଆଭ୍ୟନ୍ତରୀଣ ଓଡିଶା - 24 hours

ଓଡିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 23, 2019, 9:51 PM IST

ଖୋର୍ଦ୍ଧା: ଦୀର୍ଘଦିନର ଲୁଚକାଳି ପରେ ଶୁକ୍ରବାର ଓଡିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏଥିସହିତ ଆଗାମୀ କିଛି ଦିନ ସାରା ରାଜ୍ୟରେ ବର୍ଷାର ମାତ୍ରା କମ ରହିଲେ ମଧ୍ୟ ପାଗ କୋହଲା ରହିବ । ଅପରପକ୍ଷେ ରବିବାର ତାଳଚେର ଓ ସୋନପୁର ଜିଲ୍ଲାରେ ସର୍ବାଧିକ ତାପମାତ୍ରା 34 ଡିଗ୍ରୀ ରେକର୍ଡ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୁରା ଓଡ଼ିଶା କୁ ଛୁଇଁଲା ମୌସୁମୀ

Body:ପୁରା ଓଡ଼ିଶା କୁ ଛୁଇଁଲା ମୌସୁମୀ। କିଛି ଦିନ ତଳେ ମୌସୁମୀ ସାରା ଓଡ଼ିଶା କୁ ଛୁଇଁ ଥିବା ବେଳେ ଆସି ସାରା ଓଡ଼ିଶା କୁ ମୌସୁମୀ ଛୁଇଁ ସ୍ରରିଛି।
ଆଗାମୀ 24 ଘଂଟା ଭିତରେ ବି ଆଭ୍ୟନ୍ତରୀଣ ରେ ହୋଇପାରେ ବର୍ଷା। ଏଭଳି ପୂର୍ବା ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହ ଆଗାମୀ କିଛି ଦିନ ପାଇଁ ବର୍ଷା ର ମାତ୍ରା ସାରା ରାଜ୍ୟରେ କାମ ରହିଲେ ବି ପାଗ କେହଲା ରହିବ। ଅନ୍ୟ ପଟେ ତାଳଚେର ଓ ସେନପୁର ପରେ ଆଜି ସର୍ବାଧିକ ତାପମାତ୍ରା 34 ଡିଗ୍ରୀ ରେକର୍ଡ କରାଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.