ETV Bharat / briefs

କୋରୋନା ପାଇଁ ମାଲକାନଗିରି ମଡେଲ ପୋଲିସ ଷ୍ଟେସନ ବନ୍ଦ - model police station of malkanagiri

କୋରୋନା ପାଇଁ ମାଲକାନଗିରିର ମଡେଲ ପୋଲିସ ଷ୍ଟେସନ ବନ୍ଦ ରହିଛି । ଟ୍ବିଟ କରି ସୂଚନା ଦେଲେ ମାଲକାନଗିରି ଏସପି ।

ମାଲକାନଗିରି ମଡେଲ ପୋଲିସ ଷ୍ଟେସନ ବନ୍ଦ
ମାଲକାନଗିରି ମଡେଲ ପୋଲିସ ଷ୍ଟେସନ ବନ୍ଦ
author img

By

Published : Jul 27, 2020, 11:54 AM IST

ମାଲକାନଗିରି: କୋରୋନା ପାଇଁ ମାଲକାନଗିରିର ମଡେଲ ପୋଲିସ ଷ୍ଟେସନ ବନ୍ଦ ରହିଛି । ମାଲକାନଗିରିରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତ୍ତମାନ ଏହି ପୋଲିସ ଷ୍ଟେସନ ବନ୍ଦ ଥିବା ଦେଖିବାକୁ ମିଳିଛି।

ଆଜି(ସୋମବାର) ମାଲକାନଗିରିରେ 34 ଟି ନୂତନ କୋରୋନା ପୋଜିଟିଭ ମାମଲା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ କିଛି କୋରୋନା ଯୋଦ୍ଧା ଥିବା ଜଣାପଡିଛି। ପୋଲିସ ଷ୍ଟେସନର ଜଣେ କାର୍ଯ୍ୟରତ ପୋଲିସ ଅଫିସର କୋରୋନା ପଜିଟିଭ ବାହାରିବା ପରେ ସମ୍ପୂର୍ଣ୍ଣ ପୋଲିସ ଷ୍ଟେସନକୁ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି।

ମାଲକାନଗିରି ମଡେଲ ପୋଲିସ ଷ୍ଟେସନ ବନ୍ଦ
ମାଲକାନଗିରି ମଡେଲ ପୋଲିସ ଷ୍ଟେସନ ବନ୍ଦ

ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ଷ୍ଟେସନକୁ ସାନିଟାଇଜ୍ କରାଯିବା ସହ ମାଲକାନଗିରି ପୁରୁଣା ଥାନା ପାଖରେ ଥିବା ଶକ୍ତି ପୋଲିସ କୋଠାରେ ହିଁ କାମ ଚାଲିଛି ମାଲକାନଗିରି ଏସପି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।

ମାଲକାନଗିରି ମଡେଲ ପୋଲିସ ଷ୍ଟେସନ ବନ୍ଦ
ମାଲକାନଗିରି ମଡେଲ ପୋଲିସ ଷ୍ଟେସନ ବନ୍ଦ

ମାଲାକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.