ETV Bharat / briefs

ଉମାଙ୍କୁ ଜବାବ ଦେଲେ ଇଶାନ - RAIRANGPUR

ରାଜନୀତି କରି ସେ ପରିବାର ଚଳାଉନାହାଁନ୍ତି ତାଙ୍କର ପୈତୃକ ସମ୍ପତ୍ତି ବହୁତ ଅଛି ବରଂ ଉମା ରାଜନୀତି କରି ଚଳୁଛନ୍ତି ବୋଲି ଇଶାନ କହିଛନ୍ତି । ୧୯୮୨ ମସିହାରୁ ତାଙ୍କର ବ୍ୟବସାୟ ଚାଲିଛି ଓ ସେ ଜଣେ ରୟାଲ ଫ୍ୟାମିଲିର ପୁଅ ବୋଲି କହିବା ସହ ଉମାଙ୍କୁ ତେର୍ଛା ବାଣ ମାରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 27, 2019, 9:47 AM IST

ରାଇରଙ୍ଗପୁର: ରାଜ୍ୟରେ ନିର୍ବାଚନ ଜାରି ରହିଥିବାବେଳେ ନେତାଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢିଚାଲିଛି । ଗତ ବୁଧବାର ମୟୂରଭଞ୍ଜ ବିଜେଡି ଉପସଭାପତି ଥିବା ଇଶାନ ମିଶ୍ର ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଦଳର ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ଉମା ସାମନ୍ତରାୟ ଇଶାନଙ୍କ ଉପରେ ଜୋରଦାର ବର୍ଷିଥିଲେ । ଉମାଙ୍କ ସମାଲୋଚନା ପରେ ଗତକାଲି ଇଶାନ ଉମାଙ୍କ ପ୍ରତି ଅଭିଯୋଗର ଜବାବ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଇଶାନ କହିଛନ୍ତି ଉମା ସାମନ୍ତରାୟ ମୟୂରଭଞ୍ଜର ପାଣି ପବନ ସହିତ ପରିଚିତ ନୁହଁନ୍ତି । ରାଜନୀତି କରି ସେ ପରିବାର ଚଳାଉ ନାହାଁନ୍ତି, ତାଙ୍କର ପୈତୃକ ସମ୍ପତ୍ତି ବହୁତ ଅଛି ବରଂ ଉମା ରାଜନୀତି କରି ଚଳୁଛନ୍ତି ବୋଲି ଇଶାନ କହିଛନ୍ତି । ୧୯୮୨ ମସିହାରୁ ତାଙ୍କର ବ୍ୟବସାୟ ଚାଲିଛି ଓ ସେ ଜଣେ ରୟାଲ ଫ୍ୟାମିଲିର ପୁଅ ବୋଲି କହିବା ସହ ଉମାଙ୍କୁ ତେର୍ଛା ବାଣ ମାରିଛନ୍ତି ।

ଇଶାନ ଅଭିଯୋଗ କରିଛନ୍ତି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବାସିଙ୍ଗିଠାରେ ଉମା ଘୋଡା ବେପାର କରିବା ସହିତ ଗାଁ କୁ ଗାଁ ବୁଲି ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଛନ୍ତି ଇଶାନ ମିଶ୍ର । ଏହାସହ ବିଜେପିରେ ଯୋଗଦେଇ ସେ ବହୁତ ଖୁସି ବୋଲି କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଇଶାନ ମିଶ୍ର ବିଜେପି ରେ ଯୋଗ ଦେବା ପରେ ବିଜେଡ଼ି ର ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ଉମା ସାମନ୍ତ ରାୟ ଙ୍କ ଉପରେ ବର୍ଷିଲେ । ଗତକାଲି ବିଜେଡ଼ି ରୁ ଇସ୍ତଫା ଦେଇ ବିଜେପି ରେ ମିଶିବା ପରେ ଆଜି ପ୍ରବଳ ବର୍ଷିଛନ୍ତି ଉମା ସାମନ୍ତରାୟ ଙ୍କ ଉପରେ। ବିଜେଡିରୁ ଇସ୍ତଫା ଦେବାପରେ ଇଶାନ ମିଶ୍ର ଙ୍କ ବିରୋଧରେ ଗତକାଲି ଉମା ସାମନ୍ତରାୟ ଙ୍କ ପ୍ରତିକ୍ରିୟା ରେ ଆଜି ପୁଣି ମୁହଁ ଖୋଲିଛନ୍ତି ଇଶାନ। ଇଶାନ କହିଛନ୍ତି ଉମା ସାମନ୍ତରାୟ ମୟୁରଭଞ୍ଜ ର ପାଣି ପବନ ସହିତ ପରିଚିତ ନୁହନ୍ତି। ରାଜନୀତି କରି ସେ ଚଳୁ ନାହାଁନ୍ତି ଓ ତାଙ୍କର ପୈତୃକ ସମ୍ପତ୍ତି ବହୁତ ଅଛି ବରଂ ଉମା ରାଜନୀତି କରି ଚଳୁଛନ୍ତି। ୧୯୮୨ ମସିହାରୁ ତାଙ୍କର ବ୍ୟବସାୟ ଚାଲିଛି ଓ ସେ ଏକ ରୟାଲ ଫେମିଲି ର ପୁଅ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବାସିଙ୍ଗି ଠାରେ ଉମା ଘୋଡା ବେପାର କରୁଥିବା, ରାଇରଙ୍ଗପୁର ର ପାଣ୍ଠି ସତ୍ୟବାଦି ରେ ଖର୍ଚ୍ଚ କରିବାର ସହିତ ଗାଁ କୁ ଗାଁ ବୁଲି ଭୋଟର ମାନଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଛନ୍ତି ଇଶାନ ମିଶ୍ର। ଜାତୀୟ ଦଳ ବିଜେପି ରେ ଯୋଗ ଦେଇ ସେ ବହୁତ ଖୁସି ଓ ବହୁତ ଭୋଟ ବ୍ୟବଧାନ ରେ ବିଜେପି ଜିତିବ ବୋଲି ମତବ୍ୟକ୍ତ କରିଥିଲେ।
ବାଇଟ - ଇଶାନ ମିଶ୍ର, ବରିଷ୍ଠ ନେତା, ବିଜେପି।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.