ETV Bharat / briefs

ମାତିଲେ ଲୁଟେରା ; ବୋମା ପକାଇ ଲୁଟିନେଲେ ଏଲଆଣ୍ଡଟି କମ୍ପାନୀର ଏକ ଲକ୍ଷ ଟଙ୍କା

ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ବୋମା ପକାଇ ଲୁଟିନେଲେ ଏକଲକ୍ଷ ଟଙ୍କା, ଦୁବୃର୍ତ୍ତଙ୍କ ବୋମା ଆକ୍ରମଣରେ ଡ୍ରାଇଭର ଆହତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 12, 2019, 11:21 PM IST

ଖୋର୍ଦ୍ଧା: ପୁଣିଥରେ ଖୋର୍ଦ୍ଧା ଅଞ୍ଚଳରେ ଦିନ ଦ୍ବିପହରରେ ଡକାୟତମାନେ ଲୁଟିଛନ୍ତି ଟଙ୍କା । ଆଜି ଏକ ଋଣ ପ୍ରଦାନକାରୀ ସଂସ୍ଥା ଏଲଆଣ୍ଡଟି କମ୍ପାନୀର କର୍ମଚାରୀମାନେ ବେଗୁନିଆ ଥାନା ଅଧିନସ୍ଥ କଳାପଥରରୁ ଟଙ୍କା ସଂଗ୍ରହ କରି ଫେରୁଥିବା ସମୟରେ ଗୋବିନ୍ଦପୁର ଗେଡ଼ିଆପଲି ମଧ୍ୟରେ 3ଟି ପଲସରରେ ଦୁବୃର୍ତ୍ତମାନେ ଆସି କମ୍ପାନୀର ଗାଡିକୁ ବୋମା ମାଡକରି ପ୍ରାୟ ଏକଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଦୁବୃର୍ତ୍ତଙ୍କ ବୋମା ମାଡରେ ଏଲଆଣ୍ଡଟି କମ୍ପାନୀ ଗାଡିର ଡ୍ରାଇଭର ଗୁରୁତ୍ବ ଭାବେ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧିସ, ଖୋର୍ଦ୍ଧା

ଖବର ପାଇ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.