ETV Bharat / briefs

ବିଶ୍ବକପ: ଭାରତକୁ ରାହୁଲ ଝଟକା

ଭାରତୀୟ ପାଳିର 2ୟ ଓଭରରେ ହିଁ ଓପନର ରାହୁଲ ଆଉଟ ହୋଇଛନ୍ତି।

author img

By

Published : Jun 30, 2019, 7:51 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ବର୍ମିଂହାମ: 338 ରନର ଟାର୍ଗେଟକୁ ପିଛା କରୁଛି ଭାରତ । ତେବେ ଭାରତୀୟ ପାଳିର 2ୟ ଓଭରରେ ହିଁ ଓପନର ରାହୁଲ ଆଉଟ ହୋଇଛନ୍ତି । କ୍ରିସ ୱର୍କ୍ସଙ୍କ ବଲରେ ଖାତା ଖୋଲିବା ପୂର୍ବରୁ କଟ ଆଣ୍ଡ ବୋଲ୍ଡ ହୋଇଛନ୍ତି ରାହୁଲ ।

କ୍ରିକେଟ ବିଶ୍ବକପରେ 338 ରନର ଟାର୍ଗେଟକୁ ହାସଲ କରିଲ ଇଂଲଣ୍ଡ ବିପକ୍ଷରେ କୌଣସି ବି ଦଳ ବିଜୟୀ ହୋଇନାହାଁନ୍ତି । ଆଜିର ମ୍ୟାଚରେ ଭାରତ ବିଜୟୀ ହେଲେ ବିଶ୍ବକପ ଇତିହାସରେ ଇଂଲଣ୍ଡ ବିରୁଦ୍ଧରେ ଭାରତୀୟ ଦଳ ନିଆରା ରେକର୍ଡର ଅଧିକାରୀ ହେବ ।

Intro:Body:

DFGD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.