ETV Bharat / briefs

'ଭିଏଚଏଫ ଯୋଗୁଁ ଫନି ମୁକାବିଲା ସହଜ ଥିଲା' - ଭିଏଚଏଫ

ଫନି ତାଣ୍ଡବକୁ ସାମ୍ନା କରିଥିଲା କମିଶନରେଟ ପୋଲିସ । ଟ୍ବିନି ସିଟିରେ ଲୋକଙ୍କୁ ଯୋଗାଯୋଗ ସ୍ବଭାବିକ ସହ ଗମନାଗମନ କରାଇବା ଦିଗରେ ଥିଲା ପୋଲିସର ଭୂମିକା ।  ଓଡ୍ରାଫ ଓ ଏନଡିଆରଏଫ, ଅଗ୍ନିଶମ ସହ ଦିନ ରାତି ଏକ କରି ଡି୍ୟୁଟି କରିଥିଲେ ପୋଲିସ କର୍ମଚାରୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 21, 2019, 11:45 PM IST

ଭୁବନେଶ୍ବର: ବିପଦ ସମୟରେ କେବଳ ସାହା ହୋଇଥିଲା ଭିଏଚଏଫ ବା ପୋଲିସର ବେତାର ସେବା । ଫନି ମୁକାବିଲା ନେଇ ୪୮ ଘଣ୍ଟା ପୁର୍ବରୁ ପ୍ରସ୍ତୁତି କରିଥିଲା କମିଶନରେଟ ପୋଲିସ । ସେହି ସମୟରେ ୯୯ ମହାବାତ୍ୟା, ହୁଡହୁଡ ଓ ଫାଇଲିନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥିବା ଅଫିସର ପ୍ରସ୍ତୁତ କରିଥିଲେ ଫନି ମୁକାବିଲାର ବ୍ଲୁ ପ୍ରିଣ୍ଟ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ପ୍ରସ୍ତୁତି ଥିଲା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର କରିବା । ବିପର୍ଯ୍ୟୟ ପରେ ଯୋଗାଯୋଗ ପାଇଁ ରେଡିଓ କନେକ୍ଟିଭିଟ ବା ବେତାର ସେବା ଭିଏଚଏଫର କାର୍ଯ୍ୟକ୍ଷମ ଚାଲୁ ରଖିବ। ତା ସହିତ ତୁରନ୍ତ ଯୋଗାଯୋଗ ଜରିଆରେ ରାସ୍ତା ସଂଯୋଗୀକରଣ । ଯାହାକି ସମ୍ଭବ ହୋଇପାରିଥିଲା ଭିଏଚଏଫ ଜରିଆରେ ।

ଯାହାକି ଫନି ମୁକାବିଲା କମିଶନରେଟ ପୋଲିସ ପାଇଁ ଏକ ପ୍ରକାର ଓ୍ବି କେୟାର ଓ ଓ୍ବି ଡେୟାର ସ୍ଲାୋଗାନ ବଜାୟ ରଖିବାରେ ସହାୟକ ହୋଇପାରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଭିଏଚଏଫ ଯୋଗୁ ଫନି ମୁକାବିଲା ସହଜ ଥିଲା

ଫନି ତାଣ୍ଡବ କୁ ସାମ୍ନା କରିଥିଲା କମିସନରେଟ ପୋଲିସ। ଟ୍ବିନି ସିଟିରେ ଲୋକଂକୁ ଯୋଗାଯୋଗ ସ୍ବଭାବିକ ସହ ଗମନାଗମନ କରାଇବା ଦିଗରେ ଥିଲା ପୋଲିସର ଭୁମିକା। ଓଡ୍ରାଫ ଓ ଏନଡିଆରଏଫ ,ଅଗ୍ନିଶମ ସହ ଦିନ ରାତି ଏକ କରି ଡ୍ଯୁଟି କରିଥିଲେ ପୋଲିସ କର୍ମଚାରି।ଏହି ବିପଦ ସମୟରେ କେବଳ ସାହା ହୋଇଥିଲା ଭଏଚଏଫ ବା ପୋଲିସର ବେତାର ସେବା। ଯାହାକୁ ନେଇ ଫନିର ମୁକାବିଲା ସହଜ ଥିଲା ବୋଲି କହିଛନ୍ତି ବୋଲିସ କମିସନର। ଫନି ମୁକାବିଲା ନେଇ ୪୮ ଘଣ୍ଟା ପୁର୍ବରୁ ପ୍ରସ୍ତୁତି କରିଥିଲା କମିସନରେଟ ପୋଲିସ। ସେହି ସମୟରେ ୯୯ ମହାବାତ୍ଯା ଓ ହୁଡ ହୁଡ ଫାଇଲିନ ଭଳି ବିପର୍ଯୟ କୁ ସାମ୍ନା କରିଥିବା ଅଫିସର ପ୍ରସ୍ତୁତ କରିଥିଲେ ଫନି ମୁକାବିଲାର ବ୍ଲୁ ପ୍ରିଣ୍ଟ। ପ୍ରଥମ ପ୍ରସ୍ତୁତିଥିଲା ଲୋକଂଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର କରିବା।ବିପର୍ଯୟ ପରୋ ଯୋଗାଯୋଗ ପାଇଁ ରେଡିଓ କନେକ୍ଟିଭିଟ ବା ବେତାର ସେବା ଭିଏଚଏଫର କାର୍ଯକ୍ଷମ ଚାଲୁ ରଖିବା। ତା ସହିତ ତୁରନ୍ତ ଯୋଗାଯୋଗ ଜରିଆରେ ରୋଡ ରିଷ୍ଟେରେସନ ବା ସଂଯୋଗିକରଣ। ଯାହାକି ସମ୍ଭବ ହୋଇପାରିଥିଲା ଭିଏଚଏଫ ଜରିଆରେ।ଏପରିକି ମୋବାଇଲ କମୁନିକେସନ ବିଫଳ ସତ୍ବେ କାମ କରିଥିଲା ଏହି ସେବା । ଯାଦ୍ବାରା ପୁର୍ବ ପ୍ରସ୍ତୁତି ଅନୁସାରେ ବିଏମସି,ସେସୁ ଓ ବିଡିଏ କାର୍ଯାଳୟ ମଧ୍ଯ ଭିଏଚଫ ଜରିଆରେ ତୁରନ୍ତ ଜରୁରି ସେବା ଯୋଗାଇବାରେ ପୋଲିସ ସହ ସହଯୋଗ କରିପାରିଥିଲେ। ତେବେ କେବଳ ସେତିକି ନୁହେଁ ରାସ୍ତା ରୁ ଗଛ ଉଠାଇବା ଠୁ ଆରମ୍ଭ କରି ରନ୍ଧାଖାଦ୍ଯ ବଣ୍ଟନ କରିବା ରିଲିଫ ବଣ୍ଟନ କରିବା ଲୋକଙ୍କ ପାଖରେ ପହଂଚି ସମସ୍ଯା ସହ ଜଡିତ ହୋଇ ଲୋକଙ୍କ ବିପଦ ସମୟରେ ସେବା ଯୋଗାଇବାରେ ସହଯୋଗ କରିପାରିଥିଲା କମିସନରେଟ ପୋଲିସ। ଯାହାକି ଫନି ମୁକାବିଲା କମିସନରେଟ ପୋଲିସ ପାଇଁ ଏକ ପ୍ରକାର ଉଇ କେୟାର ଓ ଉଇ ଡେୟାର ସ୍ଲାୋଗାନ ବଜାୟ ରଖିବାରେ ସହାୟକ ହୋଇପାରିଥିଲା।
ବାଇଟ-ସତ୍ଯଜିତ ମହାନ୍ତି, ପୋଲିସ କମିସନର
Whatsapp 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.