ETV Bharat / briefs

ଦୁର୍ଘଟଣାଗ୍ରସ୍ତ AN-32 ବିମାନ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ରାଜନାଥ

author img

By

Published : Jun 20, 2019, 8:05 PM IST

An-32 ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନ 3 ତାରିଖରେ IAF AN-32 ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ 13ଜଣଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ।

ସୂଚନା ଯୋଗ୍ୟ ଯେ ବାୟୁସେନାର AN-32 ବିମାନଟି ଗତ 3ତାରିଖରେ ଅରୁଣାଚଳ ପ୍ରଦେଶ ଆକାଶରେ ନିଖୋଜ ହୋଇଯାଇଥିଲା । ପରେ ବହୁ ଅନୁସନ୍ଧାନ ପରେ ବିମାନର ଭଗ୍ନାଂଶ ସହ ସମସ୍ତ ମୃତକଙ୍କୁ ଉଦ୍ଧାର କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.